Latest Odisha News

BREAKING NEWS

ମଣିପୁରର ନିଉଟନ, ୧୨ ବର୍ଷରେ ଦେବେ ମ୍ୟାଟ୍ରିକ ପରୀକ୍ଷା

ମଣିପୁର: ମଣିପୁରର ଚୁରାଚନ୍ଦ ଜିଲ୍ଲାର ୧୨ ବର୍ଷୀୟ ଆଇଜକ ପଲଲୁଂଗ ମୁଆନ ଏବେ ଚର୍ଚ୍ଚାରେ । ପୂର୍ବୋତରର ଏହି ପ୍ରତିଭାବାନ କିଶୋର ପରୋକ୍ଷରେ ନିଜ ନାମକୁ ମଧ୍ୟ ସାର୍ଥକ୍ୟ କରିଛନ୍ତି । ତାଙ୍କୁ ଏବେ ସମସ୍ତେ ନିଉଟନ ନାମରେ ଡାକୁଛନ୍ତି । ୮ମ ଶ୍ରେଣୀରେ ପାଠ ପଢ଼ୁଥିବା ନିଉଟନ ଚଳିତ ବର୍ଷ…

ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: କାର୍ଯ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ପୋଲିସ ଅଧିକାରୀ

ବାରିପଦା: ରାଇରଙ୍ଗପୁର ମହାବିଦ୍ୟାଳୟର ଚୁକ୍ତିଭିତ୍ତିକ ମହିଳା ଅଧ୍ୟାପିକାଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣାର ୨ ଦିନ ପରେ ମୟୂରଭଞ୍ଜ ଜିଲ୍ଲା ଏସପି ସ୍ମିଥ ପରମାର ସୋମବାର ଦିନ ପୂର୍ବତନ ଝାରପୋଖରିଆ ଆଇଆଇସି ଶରତ ମହାଳିକ ଏବଂ ଏଏସଆଇ ପ୍ରଶାନ୍ତ ସ୍ୱାଇଁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।…

ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଅନ୍ଧ !

ଭୁବନେଶ୍ୱର: କେବେ ଏଭଳି ଅଦ୍ଭୁତ କଥା ଶୁଣିଛନ୍ତି କି? ଗୋଟିଏ ଗ୍ରାମର ପଶୁ ଠାରୁ ମଣିଷ ସଭିଏଁ ଅନ୍ଧ। ବିଶ୍ୱାସ ନହେଉଥିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାର ମେକ୍ସିକୋରେ ରହିଛି ଏଭଳି ଏକ ରହସ୍ୟମୟ ଗ୍ରାମ । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଗ୍ରାମକୁ ଅନ୍ଧ ଗାଁ…

ସୁସ୍ଥ ଶରୀର ଲାଗି ନିୟମିତ ଖାଆନ୍ତୁ ସାଲାଡ୍

ଭୁବନେଶ୍ୱର: ନିୟମିତ ଭାବେ କାକୁଡି, ଟମାଟୋ ସାଲାଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ଯୁବ ପିଢ଼ି ପ୍ରତିଦିନ ସାଲାଡ଼ ଖାଇବା ଖୁବ ହିତକାରୀ । ରାତ୍ରୀ ଭୋଜନ ପରିବର୍ତ୍ତେ ଦିନ ଭୋଜନ ସମୟରେ ସାଲାଡ଼ ଖାଇବା ଦରକାର ! ବିଶେଷଜ୍ଞ ଙ୍କ ମତରେ ଦିନ ସମୟ ରେ ଅଧିକ ଖାଦ୍ୟ…

ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ପେମେଣ୍ଟ କଲେ ଆଉ ଲାଗିବନି ଅତ୍ୟଧିକ ଶୁଳ୍କ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ଦେଲେ ଲାଗିବନି ଅତ୍ୟଧିକ ଶୁଳ୍କ। ଏହି ସୁବିଧା ଡ଼ିସେମ୍ବର ୧ରୁ ଆରମ୍ଭ ହୋଇଥିବା ଜଣାପଡିଛି | ଏଲଆଇସି ଡିଜିଟାଲ ପେମେଣ୍ଟକୁ ଲୋକାଭିମୁଖୀ କରିବାକୁ ଏଲଆଇସିର ଏହି…

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ମଧୁ ଆପ୍’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଆପ୍ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆପ୍ ଟିର ନାମ ରଖାଯାଇଛି ‘ମଧୁ’ ଆପ୍‌ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି ଆପ ନାମିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମଙ୍ଗଳବାର ଦିନ ଏହି ଆପ୍‌ର…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ ଯାତ୍ରୀ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡା ସ୍ଥିତ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ନିକଟବର୍ତ୍ତୀ ତାରିଣୀ ଛକ ଠାରେ ମଙ୍ଗଳବାର ସକାଳେ ଏକ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ‘ଶ୍ରୀୟା’ ନାମକ ଏକ ଯାତ୍ରୀବାହୀ ବସ୍ କଟକରୁ ପାରାଦୀପ…

ମହଙ୍ଗା ପଡ଼ିଲା ବେପରୁଆ ଗାଡି ଚାଳନା; ବାଇକ୍ ଜାଳିଦେଲେ ଗ୍ରାମବାସୀ

ଯାଜପୁର: ଗାଁ ରାସ୍ତାରେ ଦୃତ ଗତିରେ ବେପରୁଆ ଢଙ୍ଗରେ ବାଇକ ଚଳାଉଥିବା ଚାଳକକୁ ନିସ୍ତୁକ ମାଡ ମାରିବା ସହ ବାଇକ୍ ଜାଳିଦେଇଛନ୍ତି ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା କୋ' ଗାଁ ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ…

ପୁରୀ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ପୋଲିସ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର/ପୁରୀ: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହେବା ପରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଗତ ସୋମବାର ଦିନ ପୁରୀରେ ଥିବା ଏକ ପୋଲିସ କ୍ୱାଟର ମଧ୍ୟରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ…

ସବୁ ରେକର୍ଡ ଭାଙ୍ଗିଲା ଲର୍ଣ୍ଣର୍ ଲାଇସେନ୍ସ; ୩ ମାସରେ ଆବେଦନ କଲେ ୫.୮୭ ଲକ୍ଷ ଲୋକ !

ଭୁବନେଶ୍ୱର: ଗତ ୩ ମାସରେ ସବୁ ରେକର୍ଡ ଭାଙ୍ଗିଛି ଲାଇସେନ୍ସ ଆବେଦନ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କିପରି ଜନସାଧାରଣ ଲାଇସେନ୍ସ କରିବାକୁ ମନ ବଳେଇଛନ୍ତି ତାର ପରିସଂଖ୍ୟନ ଏବେ ସାମ୍ନାକୁ ଆସିଛି । ରାଜ୍ୟରେ ବର୍ତ୍ତମାନ ନୂଆ ମୋଟର ଯାନ ଆଇନ୍‌ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।…