ଫେସବୁକର ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍
ନୂଆଦିଲ୍ଲୀ: ଡାଟା ଲିକ୍ ଓ ଫେସବୁକ୍ ପରସ୍ପର ସହ ଅଙ୍ଗାଙ୍ଗୀଭାବେ ଜଡିତ ହୋଇଗଲେଣି । ପୂର୍ବରୁ ଏ ଭଳି ଘଟଣା ନେଇ ଏହାର ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିସାରିଛନ୍ତି । ଏକ ରିପୋର୍ଟ ମୁତାବକ ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି ।
ଏହି ଲିକ୍ ଡାଟା ୪୧,୬୦୦ ଟଙ୍କାରେ ଡାଟା ଡାର୍କ…