ହିଞ୍ଜିଳିରୁ ଲଢିବେ ପିତାମ୍ବର ଆଚାର୍ଯ୍ୟ
ଭୁବନେଶ୍ୱର : ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି । ଓଡିଶା ପାଇଁ ବିଜେପିର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀ ତାଲିକାରେ ଆଜି ହିଞ୍ଜିଳି ଲାଗି ପିତାମ୍ବରଙ୍କ ନାମ ପ୍ରକାଶ ପାଇଛି ।
କଟକ ଲୋକସଭା ଆସନ…