ରାଜଧାନୀରେ ୫ଟି ଚୋରା ବାଇକ ଓ ୧୫ ମୋବାଇଲ୍ ଫୋନ ସହ ଜଣେ ଗିରଫ
ଭୁବନେଶ୍ୱର: କମିଶନରେଟ ପୋଲିସ ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସୁନୀଲ କୁମାର ଦଳେଇକୁ ଚୋରୀ ଅଭିଯୋଗରେ ଗିରଫ କରି କୋର୍ଟକୁ ଚାଲାଣ କରିଛି ।
ମିଳିିଥିବା ସୂଚନାନୁଯାୟୀ, ମାର୍ଚ୍ଚ ୫ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ମୋଟର ସାଇକେଲ ଚୋରି ହୋଇଥିବାର ସହିଦନଗର…