ମାଲକାନଗିରି: କଣ୍ଟ୍ରାକ୍ଟରଙ୍କ ସମ୍ପର୍କୀୟଙ୍କୁ ହତ୍ୟା ସହ ଜେସିବି ଜାଳିଦେଲେ ମାଓବାଦୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗ୍ରାମ ନିକଟରେ ସୋମବାର ଦିନ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଯବାନଙ୍କ ପକ୍ଷରୁ ମାଲକାନଗିରି-ଛତିଶଗଡ ସୀମାରେ ତଲାସୀ ଅଭିଯାନ ଜୋରଦାର ଜାରି ରହିଛି ।
ମୃତକ ଜଣଙ୍କ ଗୁପ୍ତ ସ୍ୱାଇଁ ଏବଂ ସେ…