କୋରାପୁଟରେ ୨ଜଣ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
କୋରାପୁଟ: କୋରାପୁଟ ଜିଲ୍ଲା ମୁଖ୍ୟ ପୋଲିସ କାର୍ଯ୍ୟାଳୟଠାରେ ଗୁରୁବାର ଦିନ ୨ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ଓଡ଼ିଶା ପୋଲିସ ଡ଼ିଜିପି ଡ଼ଃ ଆର ପି ଶର୍ମାଙ୍କ ଉପସ୍ଥିତିରେ ସୁକାନ୍ତି ଓରଫ ପେଣ୍ଟି ମାଢି ଏବଂ ସଙ୍ଗୀତା ଖିଲୋ ନାମକ ୨ଜଣ ମହିଳା ମାଓବାଦୀ ସେମାନଙ୍କର…