Latest Odisha News

BREAKING NEWS

ଜମ୍ମୁ କାଶ୍ମୀର: ତ୍ରାଲରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ତ୍ରାଲ୍ ଠାରେ ମଙ୍ଗଳବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ମୃତ୍ୟୁ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବାଲୁକାକଳାରେ ‘ପ୍ରବାଦ ପୁରୁଷ ବିଜୁବାବୁ’ଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୩ ତମ ଜନ୍ମ ବାର୍ଷିକୀ । ସେ ଏକାଧାରାରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଯୁଗସ୍ରଷ୍ଟା ଜନନାୟକ ।…

ବାରିପଦା ଆଶ୍ରମ ଗୃହରୁ ଛାତ୍ରୀଙ୍କ ମୃତ୍ୟୁଦେହ ଉଦ୍ଧାର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରାସଗୋବିନ୍ଦପୁର ଆଶ୍ରମଗୃହରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଆଶ୍ରମ ଗୃହର କର୍ତ୍ତୃପକ୍ଷମାନେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏନେଇ…

ମାଲକାନଗିରି: ଗଣିତ ଓଏମଆର ସିଟ୍ ହଜିବା ଘଟଣାରେ ୨ଜଣ ନିଲମ୍ବିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକସ୍ଥିତ ଏସଏସଡି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ୍ ହଜିବା ଘଟଣାରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ୍ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୨ ଜଣ କର୍ମଚାରୀ କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର

କ୍ୟାନସରରୁ ସୁସ୍ଥ ହୋଇ ନୂଆ ଅନ୍ଦାଜରେ ଫେରୁଛନ୍ତି ଇରଫାନ୍ …

ମୁମ୍ବାଇ : ବଲିଉଡ଼ ଜଣାଶୁଣା କଳାକାର ଇରଫାନ ଖାନ ନିକଟରେ ସୁସ୍ଥ ହୋଇ ଭାରତ ଫେରିଛନ୍ତି । ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟକୁ ଜିତିଥିବା ଇରଫାନ୍ ଘରକୁ ଫେରିବା ପରେ ତାଙ୍କ ଆଗାମୀ ଫିଲ୍ମ କ’ଣ ହେବ, ସେନେଇ ଚର୍ଚ୍ଚା ଚାଲିଛି । ୫୨ ବର୍ଷୀୟ ଏହି ଅଭିନେତା ଖୁବ ଶୀଘ୍ର ଫିଲ୍ମ

ଆଜିଠୁ ବିଜେଡ଼ିର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ନବୀନଙ୍କ ଦ୍ୱାରା ଶୁଭାରମ୍ଭ

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ଆଜିଠାରୁ ବିଜୁ ଜନତା ଦଳ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଆରମ୍ଭ କରିବାର ନିଷ୍ପତ୍ତି ଗ୍ରହଣ କରିଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଦୀପ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି । ମିଳିଥିବା ସୂଚନାନୁସାରେ ମନ୍ଦିର ନୀତି ଅନୁଯାୟୀ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବାର ଧାର୍ଯ୍ୟ ହୋଇଥିଲା । ମାତ୍ର ଏବର୍ଷ ନିର୍ଦ୍ଧାରିତ ସମୟର ପ୍ରାୟ…

ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ପରେ ଟ୍ୱିଟ୍ଟ୍ କରି ବୈଜୟନ୍ତ ପଣ୍ଡା କହିଛନ୍ତି, “୯ ମାସର ଆତ୍ମ ବିଶ୍ଳେଷଣ ତଥା ଜନତାଙ୍କ ସହ ବିସ୍ତୃତ…

ମେଡ଼ିକାଲ୍ ଛାତ୍ରୀଙ୍କୁ ହ୍ୱାଟ୍ସଆପ୍ ରେ ଅଶ୍ଳୀଳ ଭିଡ଼ିଓ ପଠାଇ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀର ଏକ ପ୍ରତିଷ୍ଠିତ ମେଡ଼ିକାଲ କଲେଜରେ ପଢୁଥିବା ଜଣେ ଡ଼ାକ୍ତରୀ ଛାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଅଶ୍ଳିଳ ଭିଡ଼ିଓ ଏବଂ ମେସେଜ୍ ପଠାଇବା ଅଭିଯୋଗରେ କମିଶନରେଟ ପୋଲିସ ରବିବାର ଦିନ ଜଣେ ଯୁବକକୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଏସମ୍ପର୍କରେ ନୟାପଲ୍ଲୀ…

ନାଲକୋ ଜିତିଲା ‘ସପ୍ତମ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ’ ପ୍ରତିଯୋଗିତା

ଭୁବନେଶ୍ୱର: ନାଲକୋ ଜିତିଲା ‘ସପ୍ତମ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ’ ପ୍ରତିଯୋଗିତାରେ ଚମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି । ଏହି ପ୍ରତିଯୋଗିତାର ବିଜେତା ଦଳ ହିସାବରେ ଟ୍ରଫି ସହିତ ୩୦,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ‘ଇଫକୋ’ ଓ ‘ଏସଟିପିଆଇ’…