Latest Odisha News

BREAKING NEWS

ପୁରୀରେ ଲକଡାଉନର ପ୍ରଭାବ…

ପୁରୀ: କରୋନାଭାଇରସ ମୁକାବିଲା ପାଇଁ ପୁରା ଓଡ଼ିଶାରେ ଲକଡାଉନ ଜାରି ରହିଛି। ଯାହାଫଳରେ ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ଲକ୍‌ଡାଉନ୍ ଯୋଗୁଁ  ପୁରୀ ବଡ଼ଦାଣ୍ଡ ଏକପ୍ରକାର ଖାଁ ଖାଁ ଲାଗୁଛି । ପୁରୀ ବେଳାଭୂମୀ…

ଓଡ଼ିଶାର କେଉଁ ୪ଟି ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସୋମବାର ଦିନ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ ନବୀନଙ୍କ ନିବେଦନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । cmrfodisha.gov.inରେ ଟଙ୍କା ଦାନ କରିବାକୁ ନବୀନ ଅପିଲ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି ଅପିଲ କରିଛନ୍ତି। Human race is facing one…

ରାଜଧାନୀରେ ଘର ପାଖରେ ପନିପରିବା ଓ ଗ୍ରୋସରୀ ପହଞ୍ଚାଇବାର ବ୍ୟବସ୍ଥା କଲା ପ୍ରଶାସନ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ସହରରେ ଲୋକଙ୍କ ଘର ପାଖକୁ ମୋବାଇଲ ଭ୍ୟାନ ପନିପରିବା ଓ ଗ୍ରୋସରୀ ପହଞ୍ଚାଉଛି । ବିଏମସି ପକ୍ଷରୁ ଆଜି ୨୦୦ଟି ଭ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଛି । ତେବେ କେଉଁ ଅଞ୍ଚଳରେ କେଉଁ ଭ୍ୟାନକୁ ଫୋନ କଲେ ଏହି ସାମଗ୍ରୀ ଆପଣଙ୍କୁ…

ଘରେ ସୁରକ୍ଷିତ ରହିବା ନେଇ ଭିଡିଓ ଜରିଆରେ ନିବେଦନ କଲା ଓଡିଶା ପୋଲିସ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ସମସ୍ତଙ୍କୁ ଘରେ ରହିବା ସହ ଅଯଥା ବାହାରକୁ ଆସି ଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ଏହି ସମୟରେ ଯେଉଁମାନେ ଆମକୁ ସୁରକ୍ଷା ଯୋଗାଇ ଦେଇ ଆସୁଛନ୍ତି ଅର୍ଥାତ ପୋଲିସ କର୍ମଚାରୀଙ୍କ ପାଇଁ…

କୋଭିଡ-୧୯: ଭାରତରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି କରୋନା। ଏହାର ପ୍ରଭାବରେ ଭାରତରେ ମୃତ୍ୟ ସଂଖ୍ୟା ସୋମବାର ଦିନ ୧୦୦ ଟପି ୧୦୯ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୦୬୬ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର…

ବମିଖାଲରୁ ଚିହ୍ନଟ ସମସ୍ତ କରୋନା ପଜିଟିଭ ଗୋଟିଏ ପରିବାରର

ଭୁବନେଶ୍ୱର : ରାଜ୍ୟରେ ମୋଟ ୩୯ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୩୨ ଜଣ । ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ।…

କରୋନା ପଜିଟିଭ ଚିହ୍ନଟ ହେଲା ନ୍ୟୁୟର୍କ ପ୍ରାଣୀ ଉଦ୍ୟାନର ବାଘ

ନ୍ୟୁୟର୍କ: ଉଗ୍ର ମହାମାରୀ ବର୍ତ୍ତମାନ ଏକ ଅପ୍ରତ୍ୟାଶିତ ମୋଡ଼ରେ । କରୋନା-କ୍ଷତିଗ୍ରସ୍ତ ନ୍ୟୁୟର୍କ ସହରର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ଏକ ବାଘ ଦେହରେ SARS CoV2 ଭୂତାଣୁ ଥିବା ପରୀକ୍ଷଣରୁ ଜଣାପଡିଛି। ଏହି 'SARS CoV2' ମଣିଷ ଦେହରେ କୋଭିଡ-୧୯ ଭୂତାଣୁ ସୃଷ୍ଟି କରିଥାଏ । ଆମେରିକାର…

ଦନ୍ତାହାତୀ ଆକ୍ରମଣରେ ବରଗଡ଼ରେ ୪ ମୃତ

ବରଗଡ଼: ବରଗଡ଼ ଜିଲ୍ଲାରେ ଦନ୍ତାହାତୀର ଉତ୍ପାତ । ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ୪ ଜଣଙ୍କର ପ୍ରାଣ ଯାଇଛି । ଘରେ ଶୋଇଥିବା ଅବସ୍ଥାରେ ବାପା-ପୁଅ ଓ ନାତିଙ୍କୁ ଦନ୍ତା ଦଳି ଦେଇଥିବା ଜଣାପଡିଛି। ମୃତକ ମନେ ହେଉଛନ୍ତି ପଦ୍ମପୁର ଅଞ୍ଚଳର ବାଞ୍ଜନମୁଣ୍ଡା ଗାଁର ।…

କୋଭିଡ୍‌-୧୯; ମୌଲାନାଙ୍କ ପରେ ପାଦ୍ରୀଙ୍କ ପାଳି, ଆନ୍ଧ୍ରରେ ଜମିଥିଲା ଖ୍ରୀଷ୍ଟଧର୍ମୀଙ୍କ ମେଳି !

ଆନ୍ଧ୍ରପ୍ରଦେଶ: ନିଜାମୁଦ୍ଦିନ୍ ମର୍କଜରେ ମୌଲାନା ସାଦ୍ ପାଇଁ ବିପଦରେ ଭାରତ । ଆଉ ଏବେ ଆନ୍ଧ୍ରାରେ ଜଣେ ପାଦ୍ରୀ ଭାରତ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । Andhra Pradesh: Police arrested a Pastor today for congregating 150 people amid lockdown for Palm…