ତିନି ଦିନରେ ରାଜଧାନୀରେ କରୋନା ପଜିଟିଭଙ୍କ ସଂଖ୍ୟା ୮ଗୁଣ ବଢିଲା; ଭୟଭୀତ ନ ହୋଇ ସତର୍କ ରହିବାକୁ କହିଲା ସ୍ୱାସ୍ଥ୍ୟ…
ଭୁବନେଶ୍ୱର: ରାଜଧାନୀରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ତିନି ଦିନରେ ଆଠ ଗୁଣ ବଢି ଚାରିରୁ ୩୨ରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର ଚାରି ଜଣ କରୋନା ପଜିଟିଭ ମିଶାଇ ରାଜ୍ୟରେ ମୋଟ ପାଞ୍ଚ ଜଣ ଚିହ୍ନଟ ହୋଇଥିଲେ । ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍…