ଟିଭି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ସ୍ୱାମୀଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ
କଟକ: ଅତିରିକ୍ତ ଜିଲ୍ଲା ସେସନ ଜଜ୍ -୨ ଶନିବାର ଦିନ ଟିଭି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ତାଙ୍କର ସ୍ୱାମୀ ଲିପନ ସାହୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ସେସନ ଜଜ୍ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ସରକାରୀ ଓକିଲ ନନ୍ଦନନ୍ଦନ ମହାପାତ୍ର ଏବଂ…