ଖାପ୍ ପଞ୍ଚାୟତରେ ଗଣ୍ଡଗୋଳ, ୨ ମୃତ
ମାଲକାନଗିରି: ମାଲକାନଗିରିର ଏମପିଭି-୩୩ ଗ୍ରାମରେ କୌଣସି ବିବାଦର ସମାଧାନ ପାଇଁ ବସିଥିବା ଖାପ୍ ପଞ୍ଚାୟତର ବୈଠକ ଏକପ୍ରକାର ରଣକ୍ଷେତ୍ର ପାଲଟିଛି ।
ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର ବିଧାନ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତିଙ୍କର ପାରିବାରିକ ବିବାଦର ସମାଧାନ ଲାଗି ଖାପ୍ ପଞ୍ଚାୟତ ବୈଠକ…