ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ, ୨୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା। ଭୁବନେଶ୍ବର କପିଳ ପ୍ରସାଦ ହାଉସିଂବୋର୍ଡର ଫେଜ୍-୨ରେ ରହୁଥିବା ଜଣେ ୭୦ ବୟସ୍କ ବ୍ୟକ୍ତି ଏବଂ ଅନ୍ୟଜଣେ ୨୯ ବର୍ଷୀୟ ବମିଖାଲର ଯୁବକ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…