ଯାଜପୁରରୁ ଯୁକ୍ତରାଷ୍ଟ୍ର ଆମେରିକା, ଦିନ ମଜୁରିଆଙ୍କ ପୁଅ ହେଲେ ନାସା ବୈଜ୍ଞାନିକ
ଯାଜପୁର : ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଯାଜପୁର ଜିଲ୍ଲା ଧର୍ମଶାଳାର ରାଇଛନ୍ଦା ଗ୍ରାମର ହେମନ୍ତ କୁମାର ଓଝା ପ୍ରମାଣିତ କରିଛନ୍ତି ।
ମାତ୍ର ୨୫ ବର୍ଷ ବୟସରେ ସେ ନାସାର ବୈଜ୍ଞାନିକ ଭାବେ ଯୋଗ୍ୟତା ଅର୍ଜନ କରି ସାରା ରାଜ୍ୟ ତଥା…