Latest Odisha News

BREAKING NEWS

ଗଞ୍ଜାମ କୁକୁଡାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କରୋନା ହଟସ୍ପଟ ଘୋଷଣା

ଗଞ୍ଜାମ: ବ୍ରହ୍ମପୁର ନିକଟସ୍ଥ କୁକୁଡାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କରୋନା ହଟସ୍ପଟ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ସଂକ୍ରମିତ ଅଂଚଳରୁ ଏହି ମାଟିଆ ସାହି ଗାଁକୁ ୧୩୦ଜଣ ଶ୍ରମିକ ଯାଇଛନ୍ତି । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ ସମ୍ପୁର୍ଣ୍ଣ…

ମାଲେସିୟାକୁ ଖସିି ଯାଉଥିଲେ ୮ ତବଲ୍ଲିଘି ଜମ୍ମାତ୍ ସଦସ୍ୟ, ଏୟାରପୋର୍ଟରେ ଧରାପଡ଼ିଲେ !

ନୂଆଦିଲ୍ଲୀ: ନିଜାମୁଦ୍ଦିନର ଧର୍ମିୟ ସଭାରେ ଅଂଶଗ୍ରହଣ କରିଥିବା ୮ଜଣ ମାଲେସୀୟ ନାଗରିକ ମାଲେସିଆ ଖସି ଚାଲିଯିବାକୁ ବିମାନରେ ବସି ସାରିଥିଲେ । ମାତ୍ର ସଠିକ୍ ସମୟରେ ଇମିଗ୍ରେସନ କର୍ତ୍ତୃପକ୍ଷ ରବିବାର ଦିନ ସେମାନଙ୍କୁ ସନ୍ଦେହକ୍ରମରେ ପଚରା ଉଚରା କରିବା ପରେ ଏହି ୮ ଜଣ ତବଲ୍ଲିଘି ଜମ୍ମାତର…

ପୁଣି ଛୋଟପରଦାରେ ସାରାଭାଇ v/s ସାରାଭାଇ ଓ ଖିଚଡି, ଜାଣନ୍ତୁ ପ୍ରସାରଣ ସମୟ !

ମୁମ୍ବାଇ: ଦୂରଦର୍ଶନକୁ ଅନୁସରଣ କଲେଣି ଅନ୍ୟ ଟିଭି ଚ୍ୟାନେଲ୍ । ଷ୍ଟାର୍ ଭାରତ୍ ଏବେ ନିଜର ଦୁଇଦୁଇଟି ପପୁଲାର କମେଡି ଟିଭି ସିରିଜର ପୁରୁଣା ଏପିସୋଡ ଗୁଡିକ ପୁନଃ ପ୍ରସାରଣ କରିବ । 16 साल बाद, इंद्रवदन आ रहा है आप से मिलने फिर एक बार! देखिए ''साराभाई Vs साराभाई'', 6…

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଚଢାଦରରେ ହୋମ୍ ଡେଲିଭରି କରୁଥିବା ସଂସ୍ଥାକୁ ଧରିବ ବିଏମସି

ଭୁବନେଶ୍ୱର: ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ କିଛି ହୋମ୍ ଡେଲିଭରି ସଂସ୍ଥା ଗୁଡ଼ିକ ବଜାର ଦରଠାରୁ ଅଧିକ ଚଢା ଦରରେ ସାମଗ୍ରୀ ବିକ୍ରି କରୁଥିବାର ଅଭିଯୋଗ ଆସୁଛି । ଏହି ଅସାଧୁ ହୋମ ଡେଲିଭରି ସଂସ୍ଥାଗୁଡ଼ିକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ଧରିବା ସହିତ…

ହସ୍ପିଟାଲ ଛାତ ଉପରୁ ଡେଇଁ କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିିଛି ମାରାତ୍ମକ ଭୂତାଣୁ କରୋନା । ଏଯାଏଁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲାଣି । ତେବେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧଙ୍କୁ ଟେଷ୍ଟ ପାଇଁ ନିଆଯାଉଥିବା ବେଳେ…

କରୋନା ପଜିଟିଭ ଚିହ୍ନଟ ପାଇଁ ତିଆରି ହେଲା ପେପର୍ ଷ୍ଟ୍ରିପ କିଟ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ଅଧିକ ସମୟ ଲାଗୁଛି । ତେବେ ଏପରି ସ୍ଥଳେ ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି । କରୋନା ଭାଇରସ ମୁକାବିଲା…

ଲକଡାଉନର ପ୍ରଭାବ; ପୁରୀ-କୋଣାର୍କ ରାମଚଣ୍ଡୀ ରାସ୍ତା ଖାଁ ଖାଁ

ଭୁବନେଶ୍ୱର: ମାରାତ୍ମକ କରୋନାଭାଇରସର ମୁକାବିଲା କରିବା ଲାଗି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଜାରି କରାଯାଇଛି । ଯାହାଫଳରେ ଜନସାଧାରଣମାନେ ବାହାରକୁ ନବାହାରି ଘର ମଧ୍ୟରେ ବନ୍ଦ ହୋଇ ରହୁଛନ୍ତି । ଏବେ ଚାରିଆରେ ପୋଲିସ ବାବୁଙ୍କ ପହରା ଦେଖିବାକୁ ମିଳୁଥିବା ବେଳେ…

ଲକଡାଉନ ଯୋଗୁଁ ପ୍ରଭାବିତ ହେଉଛି କି ପିଲାଙ୍କ ପାଠପଢା; ଏଭଳି ରଖନ୍ତୁ ଧ୍ୟାନ!

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଲାଗୁ କରାଯାଇଛି । ଯାହାଫଳରେ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଯାଇପାରୁନଥିବା ବେଳେ ସେମାନଙ୍କର…

ମାନିଲେନି କରୋନା ଚେତାବନୀ; ୪୪ଜଣଙ୍କ ଟେଷ୍ଟ ପଜିଟିଭ !

ଟେକ୍ସାସ୍‌ (ୟୁଏସ୍‌): ବୟସ ୨୦ ବର୍ଷରୁ ସାମାନ୍ୟ ଅଧିକ । କରୋନାଭାଇରସ୍ ଚେତାବନୀକୁ ନ ମାନି ଛୁଟି କଟାଇବାକୁ ଯାଇଥିଲେ ୭୦ ଜଣ । ହେଲେ ଫେରିଲାବେଳକୁ ୪୪ଜଣ ସାଥିରେ ନେଇ ଆସିଥିଲେ କୋଭିଡ୍‌-୧୯ ଭୂତାଣୁ । Dozens of spring breakers chartered a plane for a trip to Mexico,…

ଜଗତସିଂହପୁରର ୩୮ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ଜଗତସିଂହପୁର: କରୋନାର ମୁକାବିଲା ଲାଗି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୩୮ ଜଣଙ୍କର ରକ୍ତ ଏବଂ ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ବାହାରିଛି । ଏନେଇ ରବିବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ପାଖାପାଖି ୧୯୪ ଜଣ…