ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅନ୍ତରୀଣ ବଜେଟ ଉପସ୍ଥାପିତ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆସନ୍ତା ୪ ମାସ ଲାଗି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ରାଜ୍ୟ ସରକାର କୃଷି ଓ ଗ୍ରାମୀଣ ବିକାଶକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି ।
ସବୁଠାରୁ ବଡ଼ କଥା ହେଲା ଏହି ବଜେଟରେ ଚାଷୀଙ୍କୁ ସହାୟତା…