Latest Odisha News

BREAKING NEWS

ଆଲବମ୍ ଅଭିନେତ୍ରୀ ସିମରନଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଗହୀରମଥା ନିକଟସ୍ଥ ମହାନଦୀ ସେତୁ ଉପରେ ଜାନୁଆରୀ ୩ ତାରିଖରେ ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତଦେହ ଉଦ୍ଧାର ଘଟଣାରେ ତାଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । ଏନେଇ ସିବିଆଇ ଦଦନ୍ତ କରିବାକୁ ଶନିବାର ଦିନ ପରିବାର ସଦସ୍ୟମାନେ ଝାରସୁଗୁଡ଼ା…

ଋଷି କୁମାର ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ଡ଼ିଜିପି ଋଷି କୁମାର ଶୁକ୍ଳା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ୧୯୮୪ ମସିହା ବ୍ୟାଚ୍ ର ଆଇପିଏସ ଅଧିକାରୀ ଆସନ୍ତା ୨ ବର୍ଷ ଲାଗି ନିଯୁକ୍ତ ହୋଇଛନ୍ତି ।…

ରାଜଧାନୀରେ ୩୬ ଗ୍ରାମ ବ୍ରାଉନସୁଗାର ସହ ମହିଳା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସନ୍ତୋଷୀ ବିହାର ଅଞ୍ଚଳରେ କ୍ୱିକ୍ ଆକ୍ସନ ଟିମ (କ୍ୟୁଏଟି) ଏବଂ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢଉରେ ୩୬ ଗ୍ରାମ ବ୍ରାଉନସୁଗାର ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଗିରଫ ମହିଳା ଜଣକ ହେଲେ ରୁକସାନା ବେଗମ୍ (୩୪) ଓରଫ ଜେମା ।…

ସ୍ୟାଟ୍ ପକ୍ଷରୁ ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ ପରୱାନା

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ପକ୍ଷରୁ ରାଜ୍ୟ ଜଳ ସମ୍ପଦ ବିଭାଗର ସଚିବ ପ୍ରଦୀପ ଜେନା ଏବଂ କ୍ଷୁଦ୍ର ଜଳସେଚନର ମୁଖ୍ୟଯନ୍ତ୍ରୀ ସରୋଜ ପଟ୍ଟନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ସ୍ୟାଟ ଖଣ୍ଡପୀଠ ପକ୍ଷରୁ ଏହି ଶୁଣାଣି କରାଯାଇ ଏହି ଦୁଇ ବରିଷ୍ଠ…

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଓଡ଼ିଶା ରାଜ୍ୟ କ୍ୟାବିନେଟର ଏକ ମନ୍ତ୍ରୀସ୍ତରୀୟ ବୈଠକ ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହେବା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ସଚିବାଳୟଠାରେ ରାଜ୍ୟ…

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀ ସ୍ଥାନାନ୍ତରୀତ

ଭୁବନେଶ୍ୱର: ରାଜଧାନୀ ଗଜପତି ନଗରସ୍ଥିତ ଆପୋଲୋ ହସ୍ପିଟାଲରେ ଶନିବାର ସକାଳେ ୫ମ ମହଲାରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ସମସ୍ତ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ଶନିବାର ଦିନ ପ୍ରାୟ ୧୧ଟା ସମୟରେ ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଥିବାର…

ପୁରୀରେ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡର ବେଲେଶ୍ୱର ପାଟଣା ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆହତ ସାମ୍ବାଦିକଙ୍କ ନାମ ବିକ୍ରମ ଆଚାର‌୍ୟ୍ୟ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ବେଲେଶ୍ୱର ପାଟଣା ଛକରେ ଘଟିଥିବା ଏକ ମର୍ମନ୍ତୁଦ ସଡକ…

ମହାପ୍ରଭୁଙ୍କ ମହାପ୍ରସାଦ: ଅବଢା ଅନ୍ନରୁ ନିର୍ମାଲ୍ୟର ମହିମା

ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁ ହେଲେ ସେଇ ଜୀବନ୍ତ ପ୍ରତିମା ତଥା ଦାରୁବ୍ରହ୍ମ ରୂପୀ ସ୍ୱୟଂ ପରମାତ୍ମା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉପନିଷଦ ବର୍ଣ୍ଣିତ ପୂର୍ଣ୍ଣବ୍ରହ୍ମ ସ୍ୱରୂପ । ସେ ଜୀବନ୍ତ ଏବଂ ଦାରୁମୂର୍ତ୍ତି ରୂପେ ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା…

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ୫୫୫ କୋଟି ଟଙ୍କାର ପ୍ରକଳ୍ପ ସହ ମହାନଦୀ ଉପରେ ବୃହତ ସେତୁ ଉଦଘାଟିତ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତ କରି ମହାନଦୀ ଉପରେ ବୃହତ ସେତୁ ଉଦଘାଟନ କରିବା ସହିତ ବିଜୁଯୁବବାହିନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ…

‘ସହିଦ ବାଜି ରାଉତ’ଙ୍କ ଉପରେ ପର୍ଯ୍ୟବେଶିତ ଓଡ଼ିଆ ଫିଲ୍ମକୁ ମିଳିଲା ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: ପ୍ରଡ୍ୟୁସର୍ ସତ୍ୟବ୍ରତ ସାନୁ ରଥଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ବାଜି ଦ ଇମୋର୍ଟାଲ୍ ବୋଟ୍ ବୟ’ ନୋଇଡ଼ାଠାରେ ଅନୁଷ୍ଠିତ ମର୍ଯ୍ୟାଦାଜନକ ଷଷ୍ଠ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ୨୦୧୯ରେ ଏଡ଼ିଟିଂ କ୍ୟାଟେଗୋରୀରେ  ପୁରସ୍କୃତ ହୋଇଛି । ପୁରସ୍କାର ପ୍ରାପ୍ତ ଏହି…