Latest Odisha News

BREAKING NEWS

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ପିପିଲି-ନିମାପଡା ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଭାଗୀରଥି ପ୍ରଧାନ (ଭାଗୁ) ବୋଲି ଜଣାପଡିଛି । ଭାଗୀରଥି ଠାରୁ ଗୋଟିଏ ବାଇକ୍, ଗୋଟିଏ ପିସ୍ତଲ ଏବଂ ଗୁଳି…

ପୂର୍ବତଟ ରେଳପଥ ପକ୍ଷରୁ ୨୬ଟି ଷ୍ଟେସନରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ !

ଭୁବନେଶ୍ବର: ଭାରତୀୟ ରେଳବାଇରେ ଯାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରବାଦ ଏବଂ ଦେଶ ଭକ୍ତିର ଭାବନା ପ୍ରଦାନ କରିବା ପାଇଁ ରେଳଷ୍ଟେସନ ଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ଲକ୍ଷ୍ୟ ରଖିଛି। ଫଳରେ ରେଳମନ୍ତ୍ରଣାଳୟ ଆଦେଶନାମା ଅନୁଯାଇ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା…

ମେହେନ୍ଦି ରଙ୍ଗ ଗାଢ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଖାସକରି ଝିଅମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମେହେନ୍ଦି ଭିନ୍ନ ଏକଭୂମିକା ଗ୍ରହଣ କରିଥାଏ । ଆଜିକାର ସମୟରେ ବାହାଘର ତଥା ପର୍ବପର୍ବାଣୀ ସମୟରେ ଖୋଜା ପଡିଥାଏ ମେହେନ୍ଦିର । ମେହେନ୍ଦି ଲଗାଇବା ପରେ ଏହାର ରଙ୍ଗ କେତେ ଗାଢ ହେଉଛି, ସେନେଇ ବେଶ୍ ଆଗ୍ରହ ରହିଥାନ୍ତି ଝିଅ ଓ…

ରାଜ୍ୟ ପେନସନ ଭୋଗୀଙ୍କୁ ୫ ଭାଗ ମହଙ୍ଗାଭତ୍ତା ମଞ୍ଜୁର କରିବାକୁ ରାଜ୍ୟ ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

କଟକ: ରାଜ୍ୟର ପେନସନର ମାନଙ୍କୁ କେନ୍ଦ୍ର ଅନୁରୂପ ୫ ଭାଗ ମହଙ୍ଗା ଭତ୍ତା ମଞ୍ଜୁର କରିବା ନିମନ୍ତେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ  ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କରାଯାଇଥିବା ବିଷୟ ମହାସଂଘର ଅଧକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରା ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୮ ତାରିଖ ଶୁକ୍ରବାର ତୁଳା ୧ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ…

ପ୍ରକାଶିତ ହେଲା ନୀତି ଆୟୋଗ ଦ୍ୱାରା ଭାରତ ନବୋନ୍ମେଷ ସୂଚକାଙ୍କ ୨୦୧୯

ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା,…

ବିଦ୍ୟାଳୟ ପରିସରରେ ଡ଼ାଳ ପଡି ପ୍ରାଣ ହରାଇଲେ ଦ୍ଵିତୀୟ ଶ୍ରେଣୀ ଛାତ୍ର

ଖୋର୍ଦ୍ଧା: ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଏକ ଗଛର ଡ଼ାଳ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ନରେ ଏଭଳି ଏକ ଅଘଟଣ ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କ୍ଷେତ୍ରବାସୀ ନୋଡ଼ାଲ ହାଇସ୍କୁଲରେ । ମୃତ ଛାତ୍ରଙ୍କ ନାମ ରୀତେଶ ପ୍ରଧାନ । ସେ…

ଥାଇରଏଡ୍ ଗ୍ରନ୍ଥିରୁ ବାହାରିଲା ଟ୍ୟୁମର, ସମ୍ ହସ୍ପିଟାଲରେ ନୂଆ ପଦ୍ଧତିର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ସଫଳତା । ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଗଳାରେ ଥିବା ଥାଇରଏଡ ଗ୍ରନ୍ଥିରୁ ବାହାର କଲେ ଟ୍ୟୁମର୍ । ଇଏନ୍ଟି ଆଣ୍ଡ ସ୍କଲ…

ବିଶ୍ୱସ୍ତରରେ ‘ସୋଆ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି’କୁ ମିଳିଲା ର‌୍ୟାଙ୍କିଙ୍ଗ୍ ମାନ୍ୟତା

ଭୁବନେଶ୍ୱର: ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍-୨୦୨୦ ପାଇଁ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ୬୦୧ ରୁ ୮୦୦ କ୍ୟାଟେଗୋରୀରେ ସ୍ଥାନିତ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭରସିଟି) । ଗୁରୁବାର ଏହି ର‌୍ୟାଙ୍କିଙ୍ଗ ପ୍ରକାଶିତ…

କଟକ ‘ଆକାଶବାଣୀ’ ଓ ‘ଦୂରଦର୍ଶନ କେନ୍ଦ୍ର’ର ମାର୍ଗଦର୍ଶକ ପି.ଭି କୃଷ୍ଣମୂର୍ତ୍ତି ଆଉ ନାହାନ୍ତି…

ଭୁବନେଶ୍ୱର: ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପି.ଭି କୃଷ୍ଣମୂର୍ତ୍ତିଙ୍କର ଚେନ୍ନାଇସ୍ଥିତ ବାସଭବନରେ ବୁଧବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ଓଡ଼ିଆ ସଂସ୍କୃତିକୁ ଜନପ୍ରିୟ କରିବାରେ…