ଓଡିଆ ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ଆଇନଶାସ୍ତ୍ରରେ ପିଏଚଡି ପ୍ରଦାନ
କଟକ: ଜେଲ୍ ଓ କାରାଗାର ବିଭାଗର ଡିଜି ସତ୍ୟଜିତ୍ ମହାନ୍ତି କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବଦ୍ୟାଳୟ(ଏନଏଲୟୁ)ରୁ ଆଇନଶାସ୍ତ୍ରରେ ପିଏଚଡି ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏନଏଲୟୁର କୁଳପତି ଶନିବାର ଦିନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ୧୯୮୮ ବ୍ୟାଚର ଆଇପିଏସ୍…