ବିଜେପି ଅଧ୍ୟକ୍ଷ ଅମିତ ଶାହ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ, ଓଡ଼ିଶା ଗସ୍ତ ସ୍ଥଗିତ
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୁଧବାର ଦିନ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଫଳରେ ଅସୁସ୍ଥତା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଅମିତ ଶାହଙ୍କ ଅସୁସ୍ଥତା ଯୋଗୁଁ ବିଜେପିର ଓଡ଼ିଶା ଶାଖା ପକ୍ଷରୁ ତାଙ୍କର…