ଗୋଲ୍ଡେନ ବାବାଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲୁ
ଭୁବନେଶ୍ୱର : ଗୋଲ୍ଡେନ ବାବା (ଜ୍ୟୋତି ରଞ୍ଜନ ବେଉରା)ଙ୍କୁ ଶନିବାର ଦିନ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋଟିଏ ଦିନ ରିମାଣ୍ଡରେ ନେଇଛି ।
ଦୁଇଟି ଠକେଇ ମାମଲାରେ ପୋଲିସ ଗୋଲ୍ଡେନ ବାବାକୁ ଗୋଟିଏ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବ ।
ଉଲ୍ଲେଖଯୋଗ୍ୟ,…