ଜାଣନ୍ତୁ, କେମିତି କଟିବ ଆଜି ଦିନ…
ଆଜିର ରାଶି ଫଳ
ତା ୧୨-୦୫-୨୦୧୯ ରବିବାର
ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୨ ରବିବାର ମେଷ ୨୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଅଶ୍ଳଷା ନକ୍ଷତ୍ର କର୍କଟ ଚନ୍ଦ୍ର ଦିନ ୧୨ଟା ପର୍ୟ୍ୟନ୍ତ ତାପରେ ମଘା ନକ୍ଷତ୍ର…