ଦେଖନ୍ତୁ: କିପରି ଦୁର୍ଗାପୂଜା ପେଣ୍ଡାଲରେ ଝୁମି ଝୁମି ଗୀତରେ ନାଚିଲେ ବିଧାୟକ !
ଜୟପୁର: ନିଜର ଉତ୍ତେଜିତ ଭାଷଣବାଜି ମାଧ୍ୟମରେ ହଟଚମଟ ସୃଷ୍ଟି କରି ବିଧାନସଭାକୁ ସରଗରମ କରିପାରୁଥିବା କଂଗ୍ରେସ ବିଧାୟକ ଗୁରୁବାର ଦିନ କିନ୍ତୁ ତାଙ୍କୁ ଭିନ୍ନ ନଜରରେ ଦେଖିବାକୁ ମିଳିଛି ।
ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଧାୟକ ତାରା…