ସିଆଡ଼ିମାଳ ପାଶବିକ ଗଣଦୁଷ୍କର୍ମ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ସିଆଡ଼ିମାଳ ଗ୍ରାମରେ ଗତ ୫ ତାରିଖ ଦିନ ୨ଜଣ ଯୁବକ ଜନୈକା ମହିଳାଙ୍କ ଘରେ ପଶି ପାଶବିକ ଭାବେ ଗଣ ଦୁଷ୍କର୍ମ କରିଥିଲେ, ସେହି ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ମୃତ୍ୟୁ ଘଟିଛି ।
ମିଳିଥିବା…