Latest Odisha News

BREAKING NEWS

ଲୋକସଭାରେ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଲୋକସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଦିନ କେନ୍ଦ୍ର ଜଳସମ୍ପଦ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ଆଗତ କରିଥିବା ବେଳେ ବିଜେଡ଼ି ଏହି ବିଲକୁ ବିରୋଧ କରିଛି । ଏହି ବିଲକୁ ବିରୋଧ କରି ବିଜେଡ଼ି ସଂସଦୀୟ ଦଳ ନେତା…

ବିଶିଷ୍ଟ ମଞ୍ଚ କଳାକାର ନିତ୍ୟାନନ୍ଦ ଦାସଙ୍କ ପରଲୋକ

ପୁରୀ: ଲୋକପ୍ରିୟ କଳାକାର, ହାସ୍ୟ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ ନିତ୍ୟାନନ୍ଦ ଦାସଙ୍କ ପୁରୀର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ପରଲୋକ ହୋଇଯାଇଛି । ହୃଦରୋଗରେ ଆକ୍ରାନ୍ତ ଥିବା ସ୍ୱଗତଃ ନିତ୍ୟାନନ୍ଦ ଦାସଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପରେ ତାଙ୍କର ପାର୍ôଥବ…

ଦମଦାର୍ ଖେଳ ପ୍ରଦର୍ଶନ କରି ଆଜି ସେମିଫାଇନାଲ ଯିବାକୁ ଚେଷ୍ଟା କରିବ ଭାରତ

ଭୁବନେଶ୍ୱର: କୋଟି କୋଟି ଭାରତୀୟ ହକିପ୍ରେମୀ ଆଜି ଓଡ଼ିଶା ରାଜଧାନୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି-୨୦୧୮’ର କ୍ୱାର୍ଟର୍ ଫାଇନାଲ ମ୍ୟାଚ ଉପରେ ଦୃଷ୍ଟି ନିବଦ୍ଧ ରଖିଛନ୍ତି । ଆଜି ଆୟୋଜକ ଭାରତ ଭେଟୁଛି ଶକ୍ତିଶାଳୀ ନେଦରଲାଣ୍ଡ ହକି ଦଳକୁ । ଆଜିର…

ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ଏଆଇସିସି: ହେମାନନ୍ଦ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ଶୃଙ୍ଖଳାଗତ କମିଟି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାର ନିଷ୍ପତ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଉପରେ ଛାଡ଼ିଦେଇଛି । ଓପିସିସି ଶୃଙ୍ଖଳାଗତ…

ଓଡ଼ିଶା ବିଶ୍ୱକପ ହକି: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକିରେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ଜିତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ସନ୍ଧ୍ୟା ୫ଟା ବେଳେ ଅନୁଷ୍ଠିତ ୧ମ କ୍ୱାର୍ଟର୍…

ବିଧାନସଭା ନିର୍ବାଚନ: କିଏ ହେବେ ମୁଖ୍ୟମନ୍ତ୍ରୀ, ଦ୍ୱନ୍ଦ୍ୱରେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେମିଫାଇନାଲରେ ବିଜେପିକୁ ହରାଇ ରାହୁଲଙ୍କ କଂଗ୍ରେସ ଫାଇନାଲରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡୁଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନୀ ବୈତରଣୀରେ କଂଗ୍ରେସ ବାଜିମାତ କରିବା ପରେ ବୁଧବାରଠାରୁ…

୬୮ ବର୍ଷରେ ପଦାର୍ପଣ କଲେ ସୁପରଷ୍ଟାର୍ ରଜନୀକାନ୍ତ

ଭୁବନେଶ୍ୱର : ତାମିଲ ସୁପରଷ୍ଟାର୍ ରଜନୀକାନ୍ତ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ନିକଟରେ ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ୨.୦ ବକ୍ସ ଅଫିସରେ ଧମାଲ କରୁବା ସହ ଭଲ ଆୟ ମଧ୍ୟ କରିପାରିଛି । ଏହି ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ…

ରାଜ୍ୟରେ ପୁଣିଥରେ ହ୍ରାସ ପାଇଲା ବସ ଭଡା

ଭୁବନେଶ୍ୱର : ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀ ବସ୍ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି। ଡିଜେଲ ଦର କମିବା ପରେ ବସ ଭଡା କମିଥିବା ନେଇ ଜଣାପଡିଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ…

ଚିଲିକା: ଏବେବି ହ୍ରଦରେ ଚାଲିଛି ବିଦେଶାଗତ ପକ୍ଷୀ ଶିକାର

ବାଲୁଗାଁ: ଚିଲିକାରେ ଏବେବି ଚାଲିଛି ଅବାଧ ପକ୍ଷୀ ଶୀକାର । ଏହି ହଜାର ହଜାର ସଂଖାର ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ପକ୍ଷୀ ଶିକାରୀଙ୍କ ଦ୍ୱାରା ଏହି ବିଦେଶୀ ପକ୍ଷୀଙ୍କ ଶିକାର ହେବା ଅଭିଯୋଗ ହେଉଛି । ଗତ…

୫ ଲକ୍ଷ ନୂଆ ମଧୁବାବୁ ପେନସନ୍, ୪୦ ହଜାର କଳାକାର ଭତ୍ତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାରେ ଆସନ୍ତା ଡିସେମ୍ବର ୧୫ ତାରିଖରୁ ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନସନ୍ ଯୋଜନାରୁ ବଞ୍ଚିତ ନ…