Latest Odisha News

BREAKING NEWS

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ: ଜବାବ ଦାଖଲ ଲାଗି ଏଏସଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

କଟକ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ତଥା ସୁରକ୍ଷା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସଆଇ), କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ…

ବଲାଙ୍ଗୀର: ଦୋକାନରେ ଅଗ୍ନିକାଣ୍ଡ ଘଟି ମାଲିକ ଜୀବନ୍ତ ଦଗ୍ଧ

ବଲାଙ୍ଗୀର : ବଲାଙ୍ଗୀର ସହରର ପିପି ଏକାଡେମୀ ଛକ ନିକଟସ୍ଥ ଏକ ଦୋକାନରେ ନିଆଁ ଲାଗିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ। ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାଁ ସୁରଜ କ୍ଷେତି (୨୭) ଏବଂ ତାଙ୍କ ଘର ମାଲପଡ଼ା ବୋଲି ଜଣାପଡିଛି । ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ…

କଟକରେ ସଲମାନ୍ ଖାନ୍ !

ଭୁବନେଶ୍ୱର: ଏହା ନିଶ୍ଚିତ ! କଟକ ବାରବାଟୀ ଷ୍ଟାଡ଼ିୟମରେ ବୁଧବାର ଦିନ ବିଶ୍ୱକପ ହକି ଉଦଘାଟନୀ ସମାରୋହରେ ଯୋଗ ଦେଉଥିବା କଥା ପକ୍କା କରିଛନ୍ତି ବଲିଉଡ଼ ସୁପରଷ୍ଟାର୍ ସଲମାନ୍ ଖାନ୍ । ସେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକିର କଟକ ବାରବାଟୀ ଷ୍ଟାଡ଼ିୟମରେ ହେଉଥିବା ଉଦଘାଟନୀ…

ଜନସାଧାରଣଙ୍କ ସେବା ଲାଗି ରାଜନୀତି ହିଁ ଶ୍ରେଷ୍ଠ ମାଧ୍ୟମ: ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ: ପୂର୍ବତନ ଓଡ଼ିଶା କ୍ୟାଡ଼ର୍ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଦିନ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ପରେ କହିଛନ୍ତି, ଜନସାଧାରଣଙ୍କ ସେବା କରିବା ଲାଗି ରାଜନୀତି ହିଁ ଶ୍ରେଷ୍ଠ ମାଧ୍ୟମ । ବିଜେପିରେ ଯୋଗଦାନ ପରେ ପୂର୍ବତନ ଆଇଏଏସ ଅଧିକାରୀ ଗଣମାଧ୍ୟମକୁ…

ହକି ବିଶ୍ୱକପ୍: ଦୁଲୁକୁଛି ରାଜଧାନୀ, ଉଦଘାଟନୀ ପ୍ରତିକ୍ଷାରେ ଦର୍ଶକ

ଭୁବନେଶ୍ୱର : ଆଉ ମାତ୍ର କିଛି ମୂହୁର୍ତ୍ତ ପରେ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେବ ‘ହକି ବିଶ୍ୱକପ୍’ର ଉଦଘାଟନୀ ଉତ୍ସବ। ଏଥିସହିତ ଓଡିଶାର କ୍ରୀଡା ଇତିହାସରେ ଯୋଡି ହୋଇଯିବ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ‘ହକି ବିଶ୍ୱକପ’ର ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ…

ଖାରବେଳ ସ୍ୱାଇଁଙ୍କ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ରାୟଗଡ଼ା : ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ଇନ୍ସପେକ୍ଟର ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ରାୟଗଡ଼ାର କାଶୀପୁରରେ ତଦନ୍ତ…

ପାରାଦୀପର ‘ଏସାର ଷ୍ଟିଲ’ ବେଲ୍ଟ ଲାଇନ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରାଦୀପ : ପାରାଦୀପ ଅନ୍ତର୍ଗତ ଇଫକୋ ଛକ ନିକଟସ୍ଥ ଏସାର ଷ୍ଟିଲ କାରଖାନା ବେଲ୍ଟ ଲାଇନ ତଳୁ ମଙ୍ଗଳବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ମୃତ ଯୁବକ ଜଣଙ୍କ ନାମ ଅଜୟ ଏବଂ ସେ ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମର ବୀରକିଶୋର ପଲ୍ଲେଇଙ୍କ ପୁଅ ବୋଲି ଜଣାପଡିଛି ।…

କେନ୍ଦୁଝର: ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କଦମଡ଼ିହିଠାରେ ହାତୀ ଆକ୍ରମଣରେ ସୋମବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ହାତୀ ଆକ୍ରମଣରେ ମୃତକ ଜଣକ ବୁଧୁରାମ ମୁଣ୍ଡା ବୋଲି ଚିହ୍ନିତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ବୁଧୁରାମ ତାଙ୍କର ଧାନ ବିଲରେ କାମ…

ରାଉରକେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ରାଉରକେଲା : ରାଉରକେଲା ବାର ଆସୋସିଏସନ ପକ୍ଷରୁ ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ଏବଂ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି କରି ରାଉରକେଲା ବାର ଆସୋସିଏସନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ…

ଜାମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ, ଯବାନ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାର ରେଦୱାନି ଅଞ୍ଚଳରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର ରେଦୱାନି…