ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦, ସିରିଜ ବରାବର ଲକ୍ଷ୍ୟରେ ବିରାଟ ସେନା
ମେଲବର୍ନ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ମେଲବର୍ନରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ହାରିବା ପରେ ଭାରତୀୟ ଖେଳାଳୀ ସିରିଜ ବରାବର ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।
ଅନ୍ୟପକ୍ଷରେ ଏହି ମ୍ୟାଚକୁ ଜିତି…