ଗଞ୍ଜାମ ହକର୍ ହତ୍ୟାକାଣ୍ଡରେ ଜଣେ ଓକିଲଙ୍କ ସମେତ ୩ଜଣ ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଅଞ୍ଚଳରେ ନଭେମ୍ବର ୫ରେ ହୋଇଥିବା ହକର୍ ହତ୍ୟା ଘଟଣାରେ ପୋଲିସ ଜଣେ ଓକିଲଙ୍କ ସମେତ ୩ଜଣଙ୍କ୍ୁ ଗିରଫ କରିଛି ।
ପୋଲିସ ସୂତ୍ରରୁ ଜଣାପଡ଼ିଛି, ନୟାଗଡ଼ ଇଟାମାଟି ଅଞ୍ଚଳର ଚମ୍ପେତପୁର ଗ୍ରାମର ବାଳକୃଷ୍ଣ ସାହୁ ନାମକ ଜଣେ ହକର୍ ତାଙ୍କର…