Latest Odisha News

BREAKING NEWS

ସହରବ୍ୟାପୀ ମାଗଣା ୱାଇଫାଇ ସେବା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ସ୍ମାର୍ଟସିଟିର ଏକ ଅଂଶବିଶେଷ ଭାବେ ପଦକ୍ଷେପ ନିଆଯାଇ ମାଗଣା ୱାଇଫାଇ ସେବା ସୋମବାର ଠାରୁ ସହରବ୍ୟାପୀ ଆରମ୍ଭ ହେବାକୁ ଯାଉଛି । ସ୍ମାର୍ଟସିଟିରେ ପ୍ରଥମଥର ପାଇଁ ଏହି ସେବା ପ୍ରଥମ ୩୦ ମିନିଟ୍ ପାଇଁ ମାଗଣା ପ୍ରଦାନ କରାଯିବ । ଇଣ୍ଟରନେଟ୍ ଡାଟା ୨୫୦ ଏମବି ଦିଆଯିବାକୁ…

କାହିଁକି ପାଳନ କରାଯାଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…

ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁରୁ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ରାତିରେ ନିରାପତ୍ତା ଯବାନଙ୍କ ସହ ଏନକାଉଣ୍ଟର ଘଟି ଜଣେ ମହିଳା କ୍ୟାଡ଼ରଙ୍କ ସମେତ ୫ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର୍ ସମ୍ପର୍କରେ ଅଧିକ ତଥ୍ୟ ଦେଇ…

ହକିର ପ୍ରସାର ଲାଗି ସୁନ୍ଦରଗଡ଼ର ୧୭ଟି ବ୍ଲକରେ ‘ଆଷ୍ଟ୍ରୋ ଟର୍ଫ’ର ବ୍ୟବସ୍ଥା ହେବ: ଓଡ଼ିଶା ମୁଖ୍ୟମନ୍ତ୍ରୀ

ରାଉରକେଲା: ହକିର ଉନ୍ନତି ତଥା ପ୍ରସାର ଲାଗି ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ପ୍ରଶଂସନୀୟ ତେଣୁ ଜିଲ୍ଲାର ୧୭ଟି ବ୍ଲକରେ ଆଷ୍ଟ୍ରୋ ଟପ୍ ବା ଅତ୍ୟାଧୁନିକ ଗାଲିଚା ପଡ଼ିଆର ବ୍ୟବସ୍ଥା କରାଯିବ ବୋଲି ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । “ସମଗ୍ର ଦେଶରେ ସବୁଠୁ…

କଡ୍ଡା ଟକ୍କର୍ ହେଲା ୧ମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

କୋଲକାତା: କୋଲକାତାର ଇଡ଼େନ୍ ଗାର୍ଡ଼େନ୍ସରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୧ମ ଟି-୨୦ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ କଡ୍ଡା ଟକ୍କର୍ ହୋଇଥିଲେ ମଧ୍ୟ ଭାରତ ମ୍ୟାଚର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଜିତିବାକୁ ସୁଯୋଜ ନଦେଇ ୱେଷ୍ଟଇଣ୍ଡିଜ୍…

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ !

ପୁରୀ: ମାସକ ପୂର୍ବରୁ ଜଣେ ପୋଲିସ କର୍ମଚାରୀ ପୁରୀ ଶ୍ରୀମନ୍ଦିର ବାଇସି ପାହାଚରୁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଦେଇଥିବା ପରେ ସେତେବେଳେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ଏବେ ପୁଣି ଜଣେ ଯୁବତୀ ମନ୍ଦିର ପରିସରରୁ ମୋବାଇଲ୍ ଦ୍ୱାରା ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍ କଲା ପରେ ଏବେ…

ପାଲା ଆକାଶର ଦୀପ୍ତିମନ୍ତ ସୂର୍ଯ୍ୟ – ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ

ଭୁବନେଶ୍ୱର: ବର୍ତ୍ତମାନ ପାଲା ଆକାଶରେ ସେ ହେଉଛନ୍ତି ଦୀପ୍ତିମନ୍ତ ସୂର୍ଯ୍ୟ ସଦୃଶ । ସୂର୍ଯ୍ୟ ଯେପରି ସକଳ ଶକ୍ତିର ଆଧାର, ସେ ସେହିପରି ପାଲାର ସମସ୍ତ ବିଭାଗରେ ସମୃଦ୍ଧ । ତାଙ୍କ ଗାୟନ ଯେପରି ସୁମଧୁର, ଭାଷା ସେହିପରି ଉନ୍ନତ ଓ ପ୍ରାଞ୍ଜଳ । ସାଧାରଣ ନିରକ୍ଷର ମହିଳାଟିଏ ଠାରୁ ବିଦ୍ୱାନ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ସାହିତ୍ୟ ଓ ଡିଜିଟାଲ ହ୍ୟୁମାନିଟିଜ୍’ ଶୀର୍ଷକ ସେମିନାର ଅନୁଷ୍ଠିତ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ନଭେମ୍ବର ୩ ତାରିଖରେ ‘ସାହିତ୍ୟ ଓ ଡିଜିଟାଲ ହ୍ୟୁମାନିଟିଜ୍’ ଶୀର୍ଷକ ଏକଦିବସୀୟ ଜାତୀୟ ପାଠଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉଦଘାଟନ କରିଥିଲେ…

ନିଆଁରେ ଜଳୁଥିବା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର, ପୋଡ଼ିଗଲା ୯୦ ଭାଗ ଶରୀର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିନ୍ଦିରିମାଳା ଛକରେ ଜଳୁଥିବା ଅବସ୍ଥାରେ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଲୋକେ ଜଳୁଥିବା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ମାଲକାନଗିରି ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡ଼ାକ୍ତରଙ୍କ…

କଟକ ଗ୍ରାମାଞ୍ଚଳରୁ ୧୧ଟି ଟ୍ରାକ୍ଟରରେ ବିପୁଳ ପରିମାଣର ବେଆଇନ୍ ବାଣ ଜବତ

କଟକ: କଟକ ଜିଲ୍ଲା ଜଗତପୁର ଥାନା ଅଧିନରେ ଥିବା ଗ୍ରାମାଞ୍ଚଳରୁ ପୋଲିସ ରବିବାର ଦିନ ସକାଳେ ବିପୁଳ ପରିମାଣର ବାଣ ଜବତ କରିବା ସହିତ ସିଲ୍ କରିଛନ୍ତି । କୌଣସି ସୂତ୍ରରୁ ଖବରପାଇ କଟକ କମିଶନରେଟ ପୋଲିସ ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଜଗତପୁର ଥାନା ଅଧିନରେ ଥିବା…