Latest Odisha News

BREAKING NEWS

ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାରେ ସାରା ଓଡିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା । ଲୋକକଥାନୁଯାୟୀ ଓଡିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର…

ଜାଣନ୍ତୁ, ତୁଳସୀର କିଛି ନିଶ୍ଚିତ ଚମତ୍କାରୀ ଔଷଧୀୟ ଗୁଣ…

ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଯଥେଷ୍ଟ । ଏହି ଗଛ ହେଉଛି ଭକ୍ତି ତଥା ସ୍ୱାସ୍ଥ୍ୟବୃଦ୍ଧିର ମୂଳମନ୍ତ୍ର । ଓଡ଼ିଶା ସମେତ ଭାରତର ପ୍ରତି କୋଣ ଅନୁକୋଣରେ ଘରେ ଘରେ ତୁଳସୀ ଗଛ ପୂଜା କରାଯାଏ । ପ୍ରତିଦିନ ଅଧିକାଂଶ ଓଡ଼ିଆ ତଥା ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀପତ୍ର ସେବନ…

ପୁନରୁଦ୍ଧାର ପରେ ୨୪ରୁ ନୌପଡା-ଗୁଣୁପୁର ରେଳ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ବାତ୍ୟା ତିତଲିରେ ଅନେକ ଟ୍ରେନ ଲାଇନ ପ୍ରଭାବିତ ହୋଇଥିବାବେଳେ ସେଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି । ସେଥିମଧ୍ୟରୁ ନୌପଡା-ଗୁଣୁପୁର ରେଳ ଲାଇନର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟପକ୍ଷରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ…

ହତ୍ୟାକାଣ୍ଡକୁ ନେଇ ସମ୍ବଲପୁରରେ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅଇଁଠାପାଲି ଥାନାରେ ଛୁରାମାଡରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କରିଥିବା ନେଇ ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନା ଅନୁଯାୟୀ ଛୁରାମାଡରେ ଯୁବକଙ୍କ ମୃତ୍ୟୁପରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ…

ସାତକୋଶିଆ ଜଙ୍ଗଲରେ ବିଶେଷଜ୍ଞ ଦଳ, ଜୋରଦାର୍ ହେଲା ସୁନ୍ଦରୀକୁ ଧରିବା ଯୋଜନା

ଅନୁଗୁଳ: ଆତଙ୍କ ଖେଳାଇ ଦେଇଥିବା ବାଘୁଣୀ ସୁନ୍ଦରୀକୁ ନିଶ୍ଚେତକ ଦ୍ୱାରା ଧରିବାକୁ ମଙ୍ଗଳବାର ସକାଳେ ଏକ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଜଙ୍ଗଲ ଅଭୟାରଣ୍ୟରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ସକାଳ ୯ଟାରେ ଏହି ବିଶେଷଜ୍ଞ ଦଳ ପ୍ରବେଶ କରିଛନ୍ତି । ଏହି ଦଳରେ ନନ୍ଦନକାନନ…

ଲଞ୍ଚ ହେଲା ନୂଆ ହୁଣ୍ଡାଇ ସାଣ୍ଟ୍ରୋ

ନୂଆଦିଲ୍ଲୀ : ହୁଣ୍ଡାଇ କମ୍ପାନୀ ପକ୍ଷରୁ ନୂଆ ସାଣ୍ଟ୍ରୋକୁ ଆଜି ଭାରତରେ ଲଞ୍ଚ କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ଦାମ ୩,୮୯,୯୦୦ ରହିଛି । ଏହି କାରକୁ କିଣିବା ପାଇଁ କାର ପ୍ରେମୀମାନେ ବହୁଦିନରୁ ଅପେକ୍ଷା କରି ରହିଥିଲେ । ଦୀର୍ଘ ୬ବର୍ଷ ପରେ କ୍ଷୁଦ୍ର କାର ସେଗମେଣ୍ଟରେ…

ଗିରଫ ହେଲେ ଅଭିଜିତ ମିତ୍ର, ଗୃହ କମିଟି ଆଗରେ କ୍ଷମା ମାଗିଲେ

ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ପୂର୍ବରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତିକରି ଆଜି ବିଧାନସଭା ଗୃହ କମିଟିରେ ହାଜର ହେବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ଅଭିଜିତଙ୍କୁ ଗିରଫ କରିଛନ୍ତି । ମହାପ୍ରଭୁ…

ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ଡ଼ମ୍ବରୁଧର ମାଝି ବିଜେପିରେ ମିଶିଲେ

ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ବିଜେଡ଼ି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଡ଼ମ୍ବରୁଧର ମାଝୀ ସୋମବାର ଦିନ ବିଜେପିରେ ଯୋଗଦାନ କରିଛନ୍ତି । ମିଳିଥିବା ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ସଉରାସାହି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କର ଅନେକ ସମର୍ଥକଙ୍କ ସହିତ ଭାରତୀୟ ଜନତା…

ଗଞ୍ଜାମରେ କଲେଜ ଛାତ୍ରୀଙ୍କୁ ହତ୍ୟା, ଅଭିଯୁକ୍ତର ଆତ୍ମସମର୍ପଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଦା ଥାନା ଅନ୍ତର୍ଗତ ଖରିଆଗୁଡା ପଞ୍ଚାୟତ ନିକଟବର୍ତ୍ତି ଏକ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଏକ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଭବାନୀ ବେହେରା ଓ ସେ ପୁରୀର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଭବାନୀ ନିଜ…

ଦୀପାବଳି ଲାଗି ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ, ବାଣ ଫୁଟା ଓ ବିକ୍ରି ଅନୁମତି ମିଳିଲା

ନୂଆଦିଲ୍ଲୀ : ସାରା ଦେଶରେ ଦୀପାବଳି ଉପଲକ୍ଷେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ପ୍ରତୀକ୍ଷିତ ରାୟ ପ୍ରଦାନ କରିଛନ୍ତି । ଏହି ରାୟ ଅନୁଯାୟୀ ସାରା ଦେଶରେ ବାଣ ବିକ୍ରି ତଥା ଫୁଟାଇବା ପାଇଁ ଅନୁମତି ମିଳିବା ସହ ଏହା ଉପରେ ସାମାନ୍ୟ କଟକଣା ଲଗାଇଛନ୍ତି । ବାଣ ଗୁଡିକର…