ବାତ୍ୟା ପ୍ରଭାବିତ ପାରଳାଖେମୁଣ୍ଡି-ପରପତନମ ମଧ୍ୟରେ ରେଳ ଟ୍ରାକ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ
ଭୁବନେଶ୍ୱର : ଗଜପତି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ପ୍ରଭାବରେ ପାରଳାଖେମୁଣ୍ଡି ଓ ପରପତନମ ମଧ୍ୟରେ ଥିବା ରେଳ ଟ୍ରାକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଟ୍ରାକର ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।
ବାତ୍ୟା ତିତଲି ଯୋଗୁଁ ଚାରିଆଡେ ବନ୍ୟା ପରିସ୍ଥିତି ଉପୁଜି ଏହି ରେଳ ଟ୍ରାକଗୁଡିକ…