ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ: ସରକାରଙ୍କ ଦ୍ୱାରା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ
ଭୁବନେଶ୍ୱର: ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ସମାବେଶରେ ଯୋଗଦେବାକୁ ହଜାର ହଜାର ଚାଷୀ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିଲେ । ଭୁବନେଶ୍ୱର ସହର ମଧ୍ୟକୁ ପ୍ରବେଶ କରିବାକୁ ହଂସପାଳ ଏବଂ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋଠାରେ ଏକଜୁଟ ହୋଇଥିଲେ ।
ତମାଣ୍ଡୋଠାରେ…