ଶ୍ରୀମନ୍ଦିର ଚାରିପାଖରୁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସୋମବାର ସକାଳୁ ଆରମ୍ଭ ହୋଇଯାଇଛି ।
ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଲାଗିଥିବା ସରକାରୀ ତଥା କିଛି ଘରୋଇ ନିର୍ମାଣ ଗୁଡିକୁ ଆଜି ସକାଳ ପ୍ରାୟ ୬ଟାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ…