କେନ୍ଦୁଝର: ଚିକିତ୍ସା ଅବହେଳାରୁ ୭ ମାସ ଶିଶୁପୁତ୍ରର ମୃତ୍ୟୁ
କେନ୍ଦୁଝର : ୭ ମାସର କୋମଳମତି ଶିଶୁର ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।
ସୂଚନା ଅନୁଯାୟୀ ସେକ୍ ନଇମ୍ ନାମକ ଜନୈକ ବ୍ୟକ୍ତି ନିଜ ୭ମାସର ଶିଶୁ ପୁତ୍ରକୁ ଚିକିତ୍ସା ନିମନ୍ତେ ଚମ୍ପୁଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ…