ଋଷିକୂଲ୍ୟାରେ ବୁଡ଼ିଯାଇଥିବା ଜଣେ ବାଳକର ମୃତଦେହ ଉଦ୍ଧାର, ଅନ୍ୟ ଜଣକ ନିଖୋଜ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମ ଋଷିକୂଲ୍ୟା ନଦୀରେ ବୁଡି ଯାଇଥିବା ଏକ ବାଳକର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । ଜଳରେ ବୁଡ଼ିଯାଇଥିବା ଅନ୍ୟ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ ।
ମୃତକ ବାଳକଙ୍କ ନାମ ଶୁଭମ (୧୩)…