ରେଳଧାରଣା ଅତିକ୍ରମ କରୁଥିବା ବେଳେ ବଧିର ମହିଳାଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ
କେନ୍ଦୁଝର: ରେଳଧାରଣା ଉପରେ ଚାଲିବା ଜଣେ ମହିଳାଙ୍କ ଲାଗି ସାଙ୍ଗାତିକ ସାବ୍ୟସ୍ତ ହୋଇଛି । ସୋମବାର ଦିନ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଡ଼ପଲାସା ନିକଟରେ ଗୌରୀ ପଣ୍ଡା ନାମ୍ନୀ ଜଣେ ମହିଳା ଚାଲିଚାଲି ରେଳ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା ।…