Latest Odisha News

BREAKING NEWS

ପ୍ରକୃତି ଓ ସଂସ୍କୃତି ଯେଉଁଠି ହୋଇଛନ୍ତି ଏକାକାର: ବରଗଡ଼ର ନୃସିଂହ ନାଥ ପୀଠ

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ କଳା ସଂସ୍କୃତିରେ ଭରା ଉତ୍କଳର କୋଣ ଅନୁକୋଣ । ସତେ ଯେପରି ଏଇଠି ପ୍ରକୃତି ଖୋଲି ବସିଛି ତାର ଅସୁମାରୀ ରୂପର ପସରା । କୁଳୁକୁଳୁ ଝରଣାର ନାଦ ସାଙ୍ଗକୁ, ବଣଜଙ୍ଗଲର ସଁ ସଁ ଶବ୍ଦ ଉଲ୍ଲସିତ କରାଇଦିଏ ମନପ୍ରାଣ । ସେହିପରି ଏକ ସ୍ଥାନ ହେଉଛି ପଶ୍ଚିମ ଓଡ଼ିଶା…

ଦ୍ୱିତୀୟ ଦିନିକିଆ: ଗେଲ୍ ଝଡ଼ ରୋକିବାକୁ କେଉଁ ନୀତି ଆପଣେଇଛନ୍ତି ବିରାଟ, ଜାଣନ୍ତୁ…

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ ବିନା ଫଳାଫଳରେ ଧୋଇଗଲା ପରେ ଭାରତୀୟ ଦଳ ଆଜି ପୋର୍ଟ ଅଫ ସ୍ପେନରେ ୨ୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଦଳକୁ ଭେଟୁଛି । ମହାନ କ୍ରିକେଟ ଖେଳାଳି କ୍ରିସ୍ ଗେଲ୍ ଆଜି ତାଙ୍କର ୩୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବେ । ଏହି ମ୍ୟାଚକୁ…

ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର…

ସମ୍ବଲପୁର: ନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଲାଗାତର ତୃତୀୟ ଦିନ ଲାଗି ହୀରାକୁଦ ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି । ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ରବିବାର ଦିନ ଏହାର ଜଳସ୍ତର ୬୧୩.୫୨ ଫୁଟକୁ ଛୁଇଁଛି । ଏହାକୁ ନଜରରେ…

ସୁନ୍ଦରଗଡ଼: ୨ ହକି ଖେଳାଳିଙ୍କ ଝୁଲନ୍ତା ଶବ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼-ଝାଡ଼ଖଣ୍ଡ ସୀମାନ୍ତ ସିମଡ଼େଗା ଜିଲ୍ଲା ଉରି ଜଙ୍ଗଲରେ ରବିବାର ଦିନ ୨ଜଣ ହକି ଖେଳାଳିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଏହି ଦୁଇ ନାବାଳିକା ହକି ଖେଳାଳି ଦୁଇଜଣ ହେଲେ ବୀରମିତ୍ରପୁରର ଶ୍ରଦ୍ଧା ଏବଂ ଝାଡ଼ଖଣ୍ଡ ବଂଶାଜୋରର ସୁନନ୍ଦୀନି । ଏହି ଦୁଇଜଣ ବାଳିକା…

ଅରବାଜଙ୍କ ପାଖକୁ ଫେରିବେ ମଲାଇକା !

ମୁମ୍ବାଇ: ପୁଅକୁ ଦେଖି ନିଜ ପୂର୍ବ ସ୍ଵାମୀ ଅରବାଜଙ୍କୁ ମାନେ ପକାଉଛନ୍ତି ମାଲାଇକା ଅରୋରା । ନିଜ ଇନଷ୍ଟାଗ୍ରାମରେ ଏକ ଫୋଟୋ ମଧ୍ୟ ଶେୟାର କରିଛନ୍ତି । ମାଲାଇକା କଣ ଅରବାଜଙ୍କୁ ଆଜିବି ମିସ କରୁଛନ୍ତି ? ମାଲାଇକା ଓ ଅରବାଜଙ୍କ ଭିତରେ ଆଉ କିଛି ସମ୍ପର୍କ ନଥିଲେ ମଧ୍ୟ, ଲାଗୁଛି ଏମାନେ…

ଲଜ୍ଜା ! କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ଅଶ୍ଳୀଳ ଭିଡ଼ିଓ ଅନଲାଇନରେ ଛାଡ଼ିଲେ ଯୁବକ

ଭୁବନେଶ୍ୱର: ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓକୁ ଅନଲାଇନରେ ଅପଲୋଡ଼ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଦୁଇଜଣ ଯୁବକ । ପ୍ରଥମ ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ଜଣେ ପ୍ରେମିକ ତା’ର ପ୍ରେମିକା ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ବାଲେଶ୍ବର,…

ଜାଣନ୍ତୁ, କେଉଁମାନେ ଦେଶର ଟପ୍ ୧୦ ଧନୀକ ଖେଳାଳି…

ନୂଆଦିଲ୍ଲୀ: ପ୍ରକାଶ ପାଇଥିବା ଫୋବର୍ସ ଇଣ୍ଡିଆ ସେଲିବ୍ରିଟି ୨୦୧୮ ରିପୋର୍ଟ ଅନୁଯାୟୀ ଭାରତୀୟ ସେନସେସନାଲ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ବ୍ୟତିତ ଭାରତର ଅନ୍ୟ କ୍ରୀଡାବିତ୍ ମଧ୍ୟ ଟପ୍ ୧୦ ଧନୀ ତାଲିକାରେ ନିଜ ନାମକୁ ସାମିଲ କରିପାରିଛନ୍ତି । ଜାଣନ୍ତୁ, କେଉଁ…

ଓଡ଼ିଶାର ଏହି ମନ୍ତ୍ରୀ କିପରି ସମସ୍ତଙ୍କ ହୃଦୟ ଜିଣିଗଲେ, ଜାଣନ୍ତୁ…

ଟିଟିଲାଗଡ଼: ‘କଥା କମ୍ କାମ ବେଶି’ ଏହି ଉକ୍ତିଟିକୁ କରି ଦେଖାଛନ୍ତି ଓଡ଼ିଶା ସରକାରଙ୍କ ଜଣେ ମହିଳା ମନ୍ତ୍ରୀ । ସେ ଆଉ କେହି ନୁହଁନ୍ତି, ଖୋଦ୍ ନବୀନଙ୍କ ମନ୍ତ୍ରୀମଣ୍ଡଳର ମହିଳା ଓ ଶିଶୁ ବିକାଶ ତଥା ମିଶନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଶ୍ରୀମତୀ ସାହୁ ଏକ ବିଦ୍ୟାଳୟର ଜଣେ…