ପୁନରୁଦ୍ଧାର ପରେ ୨୪ରୁ ନୌପଡା-ଗୁଣୁପୁର ରେଳ ଚଳାଚଳ ସ୍ୱାଭାବିକ
ଭୁବନେଶ୍ୱର : ବାତ୍ୟା ତିତଲିରେ ଅନେକ ଟ୍ରେନ ଲାଇନ ପ୍ରଭାବିତ ହୋଇଥିବାବେଳେ ସେଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି । ସେଥିମଧ୍ୟରୁ ନୌପଡା-ଗୁଣୁପୁର ରେଳ ଲାଇନର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଅନ୍ୟପକ୍ଷରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ…