Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୦୮-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୧ ରିଖ ରବିବାର କର୍କଟ ୨୬ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ…

ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପେ୍ରସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି…

ଆତଙ୍କବାଦୀ ଆକ୍ରମଣ: ଓଡ଼ିଶାର ଏହି ୭ଟି ଜିଲ୍ଲାକୁ ହାଇ ଆଲର୍ଟ !

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ରହିଥିବା ଯୋଗୁଁ ରାଜ୍ୟ ସରକାର ଓଡ଼ିଶାର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ହାଇ ଆଲର୍ଟ ଜାରି କରିଛନ୍ତି । ଓଡ଼ିଶା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡ଼ିଜି), ରେଲୱେ ଓ ତଟବର୍ତ୍ତୀ ସୁରକ୍ଷା ପ୍ରାଣବନ୍ଧୁ…

ବଳିପଡିଥିବା ଭାତରୁ ତିଆରି କରନ୍ତୁ ସ୍ୱାଦିଷ୍ଟ ପକୋଡି

ବଳିପଡିଥିବା ଭାତରୁ ତିଆରି କରନ୍ତୁ ସ୍ୱାଦିଷ୍ଟ ପକୋଡି, ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ସାମଗ୍ରୀ ଗୋଟିଏ ଗିନା ଭାତ ଗୋଟିଏ କଟା ପିଆଜ ୨-୩ଟି କଟା ଲଙ୍କା ଏକ ଛୋଟ ଚାମଚ ଲଙ୍କା ପାଉଡର ଏକ ଛୋଟ ଚାମଚ ଧନିଆ ପାଉଡର ଲୁଣ ସ୍ୱାଦ ଅନୁସାରେ ଛାଣିବା ପାଇଁ ତେଲ…

ଓଲିଉଡରେ ଆରମ୍ଭ ହେଲା ବାୟୋପିକ୍‌ ଟ୍ରେଣ୍ଡ

ଭୁବନେଶ୍ୱର: ବଲିଉଡ ଭଳି ଓଲିଉଡରେ ମଧ୍ୟ ଆରମ୍ଭ ହୋଇଛି ବାୟୋପିକର ଟ୍ରେଣ୍ଡ । ପୂଜାରେ ଏହା ବଡ଼ ପରଦାକୁ ଆସିବ । ସାଧାରଣ ମଣିଷରୁ ଉଦ୍ୟୋଗପତି ହୋଇଥିବା ଜଣେ ଗରିବ ଲୋକର କାହାଣୀ ଏଥିରେ ଦେଖା ଯାଇଛି । ବାଲେଶ୍ୱରର ଅବଦୁଲ ଅମିନ୍‌ ଖାନ୍‌, ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି । ଦିନ…

ବର୍ଷାଦିନେ ବୁଲି ଯାଆନ୍ତୁ କର୍ଣ୍ଣାଟକର ‘ଯୋଗ ଜଳପ୍ରପାତ’

କର୍ଣ୍ଣାଟକର ସାଗର ନାମକ ସ୍ଥାନରେ ଥିବା ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ ଜଳପ୍ରପାତ ନାଁରେ ପରିଚିତ। ସରାବତୀ ନଦୀଧାରରୁ ସୃଷ୍ଟି ହୋଇଥିବା ଏହି ଜଳପ୍ରପାତ ୨୫୩ ମିଟର ଉଚ୍ଚତା ବିଶିଷ୍ଟ । ସ୍ଥାନୀୟ ଯୋଗ ନାମକ ଏକ…

ପ୍ରତିଦିନ ମୁଣ୍ଡ ବିନ୍ଧୁଥିଲେ ହୋଇ ଯାଆନ୍ତୁ ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଭୁବନେଶ୍ୱର: ଏବେ ପ୍ରାୟତଃ ପିଲା ଠୁ ବୃଦ୍ଧ ଯାଏଁ ସମସ୍ତଙ୍କର ମୁଣ୍ଡବିନ୍ଧା ହୋଇଥାଏ । କାମରେ ବ୍ୟସ୍ତ ରହି ମୁଣ୍ଡବିନ୍ଧାକୁ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରାୟତଃ ଲୋକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି । କାମ ପ୍ରେସର, ଥଣ୍ଡା, ଚିନ୍ତା କରିବା ଦ୍ୱାରା ,ଏପରି ବିଭିନ୍ନ କାରଣ…

କାହିିଁକି ନିଜ ବିଏମଡ଼ବ୍ଲ୍ୟୁ କାରକୁ ନଦୀରେ ଫିଙ୍ଗିଦେଲେ ଏହି ବ୍ୟକ୍ତି, ଜାଣନ୍ତୁ…

ଚଣ୍ଡିଗଡ଼: ଏହି ଘଟଣାଟି ଯେତିକି କୌତୁହଳପ୍ରଦକ ସେତିକି ମଧ୍ୟ ଅଭାବନୀୟ । ହରିୟାଣାର ମୁକରମପୁରରେ ଘଟିଯାଇଛି ଏପରି ଏକ ଘଟଣା ଯାହାକି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଦେଇଛି । ରାଗରୁଷାରେ କିଏ ସାମାନ୍ୟ କିଛି କାହାକୁ କହିଦେଇ ପାରେ ତ କିଏ ସାମାନ୍ୟ ଭଙ୍ଗାରୁଜା କରିଦେବାର ଦୃଷ୍ଟାନ୍ତ ରହିଛି ।…

କଥାକୁହା ଫଟୋ: ମାଦଳର ତାଳେ ତାଳେ ବିଶ୍ୱ ଆଦିବାସୀ ଦିବସ ପାଳିତ…

ଭୁବନେଶ୍ୱର: ରାଜଧାନୀସ୍ଥିତ ‘କେଳୁଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ‘ବିଶ୍ୱ ଆଦିବାସୀ ଦିବସ’ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ନୃତ୍ୟଶିଳ୍ପୀ ଓ କଳାକାର ଯୋଗଦେଇ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ ।

ସମ୍ ହସ୍ପିଟାଲରେ ‘ଗ୍ରହଣ ଖଣ୍ଡିଆ’ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ସୁଯୋଗ

ଭୁବନେଶ୍ୱର: ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ଥିଲେ ସେମାନଙ୍କୁ ସାଧାରଣ କରିବା ଲାଗି ଆସିଛି ଏକ ବଡ଼ ସୁଯୋଗ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭର୍ସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏବଂ ସମ୍ ହସ୍ପିଟାଲରେ ‘ଫ୍ୟୁଚର୍ ଅଫ୍…