ମିଳିତ ମଞ୍ଚର ଶିକ୍ଷକ ଆନ୍ଦୋଳନ ନଭେମ୍ବର ୩୦ ଯାଏଁ ସ୍ଥଗିତ
ଭୁବନେଶ୍ୱର : ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଛି ମିଳିତ ମଞ୍ଚ ।
ସୂଚନା ଅନୁଯାୟୀ ସମସ୍ତ ଦାବି ପୂରଣ ଲାଗି ସରକାରଙ୍କ ପକ୍ଷରୁ…