ବହୁ ପ୍ରତୀକ୍ଷାର ଅ’ନ୍ତ ଘଟିଲା: ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତ
ପୁରୀ: ସମ୍ବିଧାନରେ ଜମ୍ମୁ ଓ କାଶ୍ମୀର ଲାଗି ରହିଥିବା ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ଅନେକ ଦିନର ପ୍ରତୀକ୍ଷାର ପରିଶେଷରେ ପରିସମାପ୍ତି ଘଟିଲା । ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ଦ୍ୱାରା ଏହି…