ପ୍ରବଳ ବର୍ଷାରେ ବେହାଲ ଟ୍ୱିନସିଟି
କଟକ/ଭୁବନେଶ୍ୱର : ତିତଲି ବାତ୍ୟା ପ୍ରଭାବ ଯୋଗୁଁ ଶୁକ୍ରବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଉଭୟ କଟକ ଓ ଭୁବନେଶ୍ୱର ସହରର ଜୀବନ ଯାତ୍ରା ବ୍ୟାହତ ହୋଇଛି ।
କଟକରେ ବର୍ଷାପାଣି ଲୋକଙ୍କ ଘର ମଧ୍ୟକୁ ପ୍ରବେଶ କରିଥିବା ବେଳେ ବିଶେଷତଃ ତଳିଆ ଅଞ୍ଚଳର ରାଜା ବଗିଚା, ଲେବର କଲୋନି,…