ଘନହୋଇଯାଏ ଅନ୍ଧାର
ଘନହୋଇଯାଏ ଅନ୍ଧାର
ଦାଶ ବେନହୁର
ସେଦିନ ବନ୍ଧୁମାନଙ୍କର ପ୍ରସ୍ତାବଟି ହଠାତ ମତେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଭଳି ମନେହେଲା । କେତେବେଳେ ହେଲେ ଖୋଲି ନ ଥିବା ଅଜଣା ଗୋଟିଏ ପୃଷ୍ଠା ସେମାନେ ଖୋଲିଦେଲେ ମୋ ପାଇଁ । କେମିତି ଗୋଟାଏ ସ୍ପନ୍ଦନ ମୋ ଭିତରେ ଖୋଲିଗଲା ସେତେବେଳେ ।
ହଁ ହଁ…