ଆମ୍ବୁଲାନ୍ସ ପାଇଁ ଅଟକିଲା ନବୀନଙ୍କ କାର୍କେଡ୍
ଭୁବନେଶ୍ୱର: ଆମ୍ବଲାନ୍ସ ପାଇଁ ଅଟକିଲା ନବୀନଙ୍କ କାର୍କେଡ୍ । ପୁଣି ଥରେ ଆମ୍ବୁଲାନ୍ସ ପାଇଁ ବାଟ ଛାଡି ଉଦହାରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ନିଜ ଗାଡିକୁ ଅଟକାଇ…