ଜର୍ଜ ତିର୍କୀ ଓ ସୁଦର୍ଶନ ଦାସଙ୍କ କଂଗ୍ରେସରେ ଯୋଗଦାନ
ନୂଆଦିଲ୍ଲୀ: ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏବଂ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏବଂ ଏହି ଆନ୍ଦୋଳନରେ ସାମିଲ ରହିଥିବା ୫ଜଣ ସଦସ୍ୟ କଂଗ୍ରେସରେ ଯୋଗଦାନ କରିଛନ୍ତି । ନୂଆଦିଲ୍ଲୀଠାରେ ଆଜି କଂଗ୍ରେସର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ…