ଯୌତୁକଜନିତ ହତ୍ୟା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ : ଯୌତୁକ ଜନିତ ହତ୍ୟା ଘଟଣାରେ ସମ୍ପର୍କୀୟଙ୍କ ସଂପୃକ୍ତି ନେଇ ସ୍ପଷ୍ଟ ପ୍ରମାଣ ନଥିଲେ ସେମାନଙ୍କ ବିରୋଧରେ କୌଣସି ଏତଲା ହୋଇପାରିବ ନାହିଁ ବୋଲି ଆଜି ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ଦ୍ୱାରା…