କେରଳ ବନ୍ୟା: ଫସି ରହିଛନ୍ତି ୨୦ଜଣ ଓଡ଼ିଆ, ଉଦ୍ଧାର ଲାଗି ରାଜ୍ୟ ସରକାରଙ୍କୁ ନିବେଦନ
ଭୁବନେଶ୍ୱର/ସୁବର୍ଣ୍ଣପୁର : କେରଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୭୦କୁ ବୃଦ୍ଧି ପାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ୫ କୋଟି ଟଙ୍କା ଏବଂ ୮ କୋଟି ଟଙ୍କାର ୫୦୦ ମେଟ୍ରିକ ଟନ୍ ପଲିଥିନ୍ ସିଟ୍ କେରଳ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି…