Latest Odisha News

BREAKING NEWS

ଘରେ କାହିଁକି ରଖିବେ ଲାଫିଂ ବୁଦ୍ଧ, ଜାଣନ୍ତୁ

ନିଜ ଘରେ ସୁଖ ସମୃଦ୍ଧି ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ। ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ। ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ…

ଇନସୋମ୍‍ନିଆ

ଇନସୋମ୍‍ନିଆ ନିଖିଳେଶ ମିଶ୍ର ଯଥେଷ୍ଟ ହୁଏନାଇଁ ଜମା। ଶୋଷକୁ ପାଣି, ଚିତ୍କାରକୁ ପ୍ରତିଧ୍ୱନି, ସ୍ୱପ୍ନକୁ ନିଦ, କି ମୋ' ଅଭିମାନକୁ ତମ ଭଲପାଇବା - ଜମାରୁ ଯଥେଷ୍ଟ ହୁଏନାଇଁ। ତମେ ଯେବେ ଶୋଇପଡ଼, ତମ ଶେଯ ପାଖରେ ଧୀମା ସ୍ୱରରେ କଥା ହୁଅନ୍ତି ଏମାନେ ସବୁ - ମୋ' ଶୋଷ, ମୋ'…

କର୍ଣ୍ଣାଟକ ସଙ୍କଟ: ସନ୍ଧ୍ୟା ୬ ସୁଦ୍ଧା ଆସ୍ଥା ଭୋଟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ଦିନ ୧ଟା ୩୦ ସୁଦ୍ଧା ରାଜ୍ୟପାଳ ଯେଉଁ ନିର୍ଦ୍ଦେଶ ଦେଇଥିଲେ ଗୃହର ବାଚସ୍ପତିଙ୍କୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ରାଜ୍ୟପାଳ ଏସମ୍ପର୍କୀତ ବିଧାନସଭାରେ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହି…

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା

ବେଙ୍ଗାଲୁରୁ: ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଟାଟକ ବିଧାନସଭାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା । ଦିନ ଗୋଟାଏ ୩୦ ମିନିଟରେ ଆସ୍ଥା ଭୋଟ ଲାଗି ଆଲୋଚନା ଆରମ୍ଭ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।…

ସନ୍ଧ୍ୟା ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ସ୍ଥାନରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା (କଟକ),…

ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ: ଚିତ୍ରକଳାରେ କାନଭାସକୁ ଜୀବନ୍ତ କରୁଥିବା ମଣିଷ

ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ରୂପ ହେଉଛି ନାରୀ । ସେ ହେଉଛି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟ ମମତାରେ ଭରପୂର ଏକ ଜୀବନୀ । ସେ ପରିବାରର ଗୁରୁ ଦାୟିତ୍ୱ ନେବା ସହିତ ନିଜର ଅଧୁରା ସ୍ୱପ୍ନକୁ ମଧ୍ୟ ସାକାର କରିବାରେ ସକ୍ଷମ । କାନଭାସ ଚିତ୍ରକୁ ରଙ୍ଗ ଦେଇ ଜୀବନ୍ତ କରିଦେଇଥାଆନ୍ତି…

କଥାକୁହା ଫଟୋ: କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା, ଭାରତୀୟ ଖେଳାଳିଙ୍କ କମାଲ୍

କଟକ: କଟକସ୍ଥିତ ଜୱାହାରଲାଲ୍ ନେହେରୁ ଇଣ୍ଡୋର୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା । ଉଭୟ ମହିଳା ଓ ପୁରୁଷ ବିଭାଗରେ ଭାରତୀୟ ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ,…

ପାଟକୁରା ନିର୍ବାଚନ: ଆସନ୍ତାକାଲି ଭୋଟଗ୍ରହଣ ଲାଗି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଆସନ୍ତା ଜୁଲାଇ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି…

ସରକାରୀ ଶାସନରେ ହସ୍ତକ୍ଷେପ ଯୋଗୁଁ ଜିମ୍ବାୱେ ଦଳକୁ ନିଲମ୍ବିତ କଲା ଆଇସିସି

ଲଣ୍ଡନ: ଜିମ୍ବାୱେ କ୍ରିକେଟ୍ ପ୍ରେମୀଙ୍କ ଲାଗି ଖରାପ ଖବର । ସରକାରୀ ଶାସନଗତ କାର୍ଯ୍ୟକଳାପରେ ଜିମ୍ବାୱେ କ୍ରିକେଟର ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ (ଆଇସିସି)ରୁ ନିଲମ୍ବିତ କରିଛି । ଆଇସିସିର ୱାଲ୍ଡ ଗଭର୍ନିଂ ବଡି ଏକ ବୈଠକରେ ଆଲୋଚନା କରିବା ସହ ସର୍ବସମ୍ମତିକ୍ରମେ…

ଭିଜିଲାନ୍ସ ଜାଲରେ ଫସିଲେ ବ୍ରହ୍ମପୁର ଡିଏଫଓ

ବ୍ରହ୍ମପୁର: ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ କଟକ ଭିଜିଲାନ୍ସ ସେଲର ଆଣ୍ଟି-କରପସନ୍ ୱିଙ୍ଗ୍ ଶ୍ରୀ ବେହେରାଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଓ…