ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଧିକାରୀ ସିବିଆଇ ଏସପି ଭାବେ ନିଯୁକ୍ତ
ଭୁବନେଶ୍ୱର: ଜଗତସିଂହପୁର ଏସପି ସୁଧା ସିଂହ ଯିଏକି ୨୦୦୬ ବ୍ୟାଚର ଆଇପିଏସ ଅଧିକାରୀ ସିବିଆଇରେ ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସିବିଆଇରେ ଯେଉଁ ୫ଜଣ ଏସପି ଭାବେ ନବଯିଯୁକ୍ତ ହୋଇଛନ୍ତି ସେଥିମଧ୍ୟରୁ ସୁଧା ସିଂହ ଅନ୍ୟତମ ।
ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସ ଅନୁଯାୟୀ…