ଆଜି ଶ୍ରାବଣର ପ୍ରଥମ ସୋମବାର: କାଉଡ଼ିଆଙ୍କ ଦ୍ୱାରା ମହାଦେବଙ୍କୁ ପବିତ୍ର ଜଳାଭିଷେକ
ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ପ୍ରମୁଖ ଶୈବପୀଠରେ ନାହିଁ ନଥିବା ଭିଡ଼ । ହଜାର ହଜାର ଶ୍ରଦ୍ଧାଳୁମାନେ ଦେବ ଦେବ ମହାଦେବଙ୍କୁ ପବିତ୍ର ଜଳାଶୟରୁ ଜଳ ନେଇ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି ।
ମହାଦେବଙ୍କ ଶୁଭାଶୀର୍ବାବ ନେଇ କାଉଡ଼ିଆ ମାନେ ନିଜକୁ ଧନ୍ୟ ମନେ…