Latest Odisha News

BREAKING NEWS

“ପୁରୀ ଟ୍ରିପଲ୍ ମର୍ଡ଼ର୍ ଘଟଣା ଦୁର୍ଭାଗ୍ୟଜନକ”, ବିଧାନସଭାରେ କହିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି, ପୁରୀ ଜିଲ୍ଲା ସଦାନନ୍ଦପୁର ନିକଟସ୍ଥ ପଟ୍ଟନାୟିକିଆ ଛକରେ ଘଟିତ ଟ୍ରିପଲ୍ ମର୍ଡ଼ର୍ ଘଟଣା ଦୁର୍ଭାଗ୍ୟଜନକ । ଏେନେଇ ସ୍ପଷ୍ଟିକରଣ ଦେବାକୁ ବିରୋଧିଦଳର ସଦସ୍ୟମାନେ ବାଚସ୍ପତିଙ୍କୁ ଦାବି କରିବା ପରେ…

ଦର୍ପଣ

ଦର୍ପଣ ସୁଧୀର ମେହେର ଯେବେ ବି ଆସିଚ ଗଭୀର ଶ୍ରଦ୍ଧାରେ ତୋଳି ଧରିଚି ନିବୁଜ ଛାତି ଭିତରେ । ତମେ ହସିଲେ ହସିଚି କାନ୍ଦିଲେ କାନ୍ଦିଚି ତମର ପ୍ରତିଟି ଭାବ ଅଭାବକୁ ଆଖିର ତାରା ସାଜି ପ୍ରତିବିମ୍ବିତ କରିଚି । ଛାତି ତଳେ ଟିକେନାକୁ ପାରଦ ଅଛି ବୋଲି ତ ଏତେ କଥା! ନାଇଁତ...…

ଆଜି ରାତି ସବୁ ଓଡ଼ିଆଙ୍କ ଘରେ ବନ୍ଦ ରହିଛି ରୋଷେଇ, ଏହା କ’ଣ ଜରୁରୀ ?

ଭୁବନେଶ୍ୱର: ଆଂଶିକ ଚନ୍ଦ୍ରଗ୍ରହଣ ଆଜି ରାତିରେ ଓଡ଼ିଶା ସମେତ ଭାରତର ଅଧିକାଂଶ ସ୍ଥାନରେ ରାତି ୧୨ଟା ୧୩ ମିନିଟରୁ ବୁଧବାର ସକାଳ ୫ଟା ୨୪ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ତେଣୁ, ପରମ୍ପରାଗତ ଭାବେ ମଙ୍ଗଳବାର ରାତିରେ ସାଧାରଣତଃ ସମସ୍ତ ଓଡ଼ିଆଙ୍କ ଘରେ ରନ୍ଧାକାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ…

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ନିଯୁକ୍ତ, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ମୋଦି ସରକାରରେ ଓଡିଶାରୁ ଦ୍ୱିତୀୟ ବ୍ୟକ୍ତି ଭାବେ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶ…

ସଠିକ୍‌ ଜାଗାରେ ରଖନ୍ତୁ ଆକ୍ୱାରିୟମ୍‌, ମିଳିବ ଶୁଭଫଳ

ଘରକୁ ଆକର୍ଷଣୀୟ କରି ସଜାଇବାକୁ ସମସ୍ତେ ପସନ୍ଦ କରନ୍ତି । ନିଜନିଜ ରୁଚି ଅନୁସାରେ ଭିନ୍ନଭିନ୍ନ ଜିନିଷରେ ଲୋକେ ଘର ସଜାନ୍ତି । ତେବେ ଘରେ ଆକ୍ୱାରିୟମ ରଖିଲେ ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଖାଲି ସୁନ୍ଦର ଦିଶିବା ପାଇଁ ନୁହେଁ ପେଙ୍ଗସୁଇ ଅନୁସାରେ ଆୱାରିୟମ୍‌…

ଜୁଲାଇ ୨୧ରୁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ

କଟକ: ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ସେହି ସମାନ ଦିନ ଓଡିଶା ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତା ମଧ୍ୟ ମୂଲ୍ୟାଙ୍କନ କରାଯିବ…

ଭାରତୀୟ ବଜାରରେ ପ୍ରଥମ ଇଥାନଲ୍ ବାଇକ୍

ନୂଆଦିଲ୍ଲୀ: ବାଇକ ଚାଳକଙ୍କ ପାଇଁ ଖୁସି ଖବର । ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ବଜାରକୁ ପ୍ରବେଶ କରାଇଛି ଦେଶର ପ୍ରଥମ ଇଥାନଲ ବାଇକ୍ । ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ ଏହି ବାଇକ । ଏହାର ପ୍ରଦୂଷଣର ମାତ୍ରା ମଧ୍ୟ ପେଟ୍ରୋଲ ଓ ଡିଜେଲ ତୁଳନାରେ…

ଆଜି ଆଶିଂକ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, କେଉଁଠି ହେବ ଦୃଶ୍ୟମାନ

ଭୁବନେଶ୍ୱର: ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ ମଙ୍ଗଳବାର ଦିନ ସାରା ଦେଶରେ ଦୃଶ୍ୟମାନ ହେବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର ଅଧିକାଂଶ ସ୍ଥାନରେ ଆଶିଂକ ଭାବେ ଦୃଶ୍ୟମାନ ହେବ ବୋଲି ଜଣାପଡିଛି । ଏହି ଚନ୍ଦ୍ରଗ୍ରହଣ ଓଡିଶାରେ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ତାତି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ବିଧାନସଭାରେ ବିରୋଧି କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ହଟ୍ଟଗୋଳ ସୃଷ୍ଟି ହୋଇ ଗୃହ ମୂଲତବୀ ରହିଛି । ଗୃହର ଶୂନ୍ୟକାଳରେ କଂଗ୍ରେସର ବିରୋଧି ଦଳ ନେତା ନରସିଂହ ମିଶ୍ର ଜଷ୍ଟିସ ସିଆର୍ ପାଲ୍ କମିଶନଙ୍କ ରିପୋର୍ଟ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ ପାଖାପାଖି ଅପରାହ୍ନ…